Browsing Tag

kalahandi news

କଲମପୁର ମଣ୍ଡି ପରିଦର୍ଶନ କଲେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଆଜି ସନ୍ଧ୍ୟାରେ କଲମପୁର ମଣ୍ଡି ପରିଦର୍ଶନ କରିଥିଲେ । କଲମପୁର ରାସ୍ତା ଦେଇ ଯିବା ସମୟରେ କେତେକ ଚାଷୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ମଣ୍ଡିରେ ପହଞ୍ଚି ଉପସ୍ଥିତ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।…
Read More...

ଓଡ଼ିଶା ବନ୍ଦ ଡାକରା କଳାହାଣ୍ଡିରେ ଆଂଶିକ ପ୍ରଭାବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧାନମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । କଂଗ୍ରେସ ବନ୍ଦକୁ ସମର୍ଥନ ଜଣାଇଥିବା ବେଳେ ଅନ୍ୟାନ୍ୟ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ତିନୋଟି ପ୍ରସଙ୍ଗକୁ ନେଇ ବନ୍ଦ…
Read More...

ସମସ୍ତଙ୍କ ପାଇଁ ଶିକ୍ଷା : ମିନି ମାରାଥନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମିନି ମାରାଥନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ଵାବଧାନରେ ସମସ୍ତ ଜିଲ୍ଲା ସଦର ମହକୁମାରେ ସମସ୍ତଙ୍କ ପାଇଁ…
Read More...

ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମିନଗୁର ପଞ୍ଚାୟତ ଅନ୍ତର୍ଗତ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ମିନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମ ଅଧିବେଶନରେ…
Read More...

ଯୋଗ ହିଁ ଏକ ଏମିତି ସାଧନ ଯାହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରେ : “ସ୍ୱାମୀ ପରମାର୍ଥ ଦେବଜୀ”

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପତଞ୍ଜଳୀ ଯୋଗପୀଠ ହରିଦ୍ଵାର ଦ୍ୱାରା ସଂଚାଳିତ ଭାରତ ସ୍ୱାଭିମାନ ପତଞ୍ଜଳୀ ଯୋଗ ସମିତିଙ୍କ ତତ୍ତ୍ଵାବଧାନରେ କଲମପୁର ନିର୍ମାଲ୍ୟ କ୍ଷେତ୍ର ପରିସର ମଧ୍ୟରେ ଏକ ଆରୋଗ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ଆହ୍ୱାନ କ୍ରମେ…
Read More...

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଉତ୍ସବରେ ଯୋଗଦେବା ପୂର୍ବରୁ ମଣ୍ଡି ପରିଦର୍ଶନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆସନ୍ତା ୧୮ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଉତ୍ସବ ଘୁମୁରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଯୁବ ଛାତ୍ର…
Read More...

ବିଜମରା ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜମରା ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ସୁନ୍ଦର ପ୍ରୟାସ । ସମଗ୍ର ଭାରତ ବର୍ଷରେ ୧୪ହଜାର ୫ ଶହ ସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦିଆଯାଇଥିବା ପ୍ରଶଂସା ଯୋଗ୍ୟ । କଳାହାଣ୍ଡି…
Read More...

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ, କଳାହାଣ୍ଡି, ଭବାନୀପାଟଣା ପୂର୍ବ ଏବଂ ପଶ୍ଚିମ ଡିଭିଜନ ସମ୍ପାଦକ…

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ପୂର୍ବ ଏବଂ ପଶ୍ଚିମ ଡିଭିଜନର ଡିଭିଜନ ସମ୍ପାଦକ ନିର୍ବାଚନୀ ସଭା ଭବାନୀପାଟଣା ସ୍ଥିତ ମ୍ୟାରେଜ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି…
Read More...

ଦୁର୍ଗା ମାଧବ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଵିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପ୍ରତାପ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟନୀ…
Read More...

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କଲମପୁର ଗସ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଗୋବର୍ଦ୍ଧନ ନାଏକ ଆଜି କଲମପୁର ଅଞ୍ଚଳ ଗସ୍ତ କରି ବିଭିନ୍ନ କେନାଲର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ସ୍ଥାନୀୟ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଇଂ. ଶ୍ରୀ ନାଏକ ଗତ ସୋମବାର…
Read More...
error: Content is protected !!