ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଯୋଗ, ଧ୍ୟାନ ଓ ପ୍ରାଣାୟାମ ଏ ତିନିହେଁ ସୁସ୍ଥ ଶରୀରର ଉତ୍ତମ ଲକ୍ଷଣ । ଏକ ସୁସ୍ଥ ଶରୀର ପାଇଁ ସୁସ୍ଥ ମନ ଆବଶ୍ୟକ । ଏହି ଲକ୍ଷ୍ୟ ନେଇ ଆଜି ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ଯୋଗ ଦିବସ!-->…
Read More...
Read More...