ଜରାସିଂହା ପାଟଖଣ୍ଡା ଯାତ୍ରା : ଖଣ୍ଡାଧୁଆ ଶେଷ, ପହଞ୍ଚିଲା ପାଟ ସିନ୍ଦୁର
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରତିକ୍ଷିତ ଯାତ୍ରା ଜରାସିଂହା ପାଟଖଣ୍ଡା ଯାତ୍ରାର ରବିବାର ଖଣ୍ଡାଧୁଆ ଶେଷ ହେବା ପରେ ସନ୍ଧ୍ୟାରେ ଦେଓଗାଁ ସ୍ଥିତ ମଶାଳିଆଙ୍କ ଘରକୁ ପହଞ୍ଚିଲା ପାଟସିନ୍ଦୁର । ମଶାଲିଆଙ୍କ ଘରେ ପୂଜାର୍ଚ୍ଚନା ବେଳେ ଦର୍ଶନ କରିଥିଲେ ଗାଁ ଲୋକେ । ୩ ଜଣ!-->…
Read More...
Read More...