Browsing Tag

deogaon news

କୁଡ଼ାସିଂହାରେ ଗଜଲକ୍ଷ୍ମୀ ପୂଜାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହାରେ ୮ତମ ଗଜଲକ୍ଷ୍ମୀ ପୂଜା ହୋଇଯାଇଛି । ଏହି ପୂଜାରେ ମୁଖ୍ୟକର୍ତ୍ତା ଭାବେ ଧନୁ ପଟେଲ, ଘର ପଟେଲ ଏବଂ ପୂଜକ ଭାବେ ପ୍ରଦ୍ୟୁମ୍ନ ନାୟକ ଦାୟିତ୍ଵ ତୁଲାଉଛନ୍ତି । ଆଜି ଗାୟିକା ବର୍ଷା ରାଣୀ ତ୍ରିପାଠୀଙ୍କ ଦ୍ଵାରା ପାରାୟଣ
Read More...

କୁଡ଼ାସିଂହା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ପୁରୁଣା ବସ୍‌ଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୮ମ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ପାଇଁ ମୁଖ୍ୟ କର୍ତ୍ତା ଧନୁ ପଟେଲ ଏବଂ ଘର ପଟେଲ, ପୂଜକ
Read More...

ରାବଣ ବଧ ସହ ଗୌଡଗୋଠ ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ଚାଲିଥିବା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ମହାଲୟା ଅମାବାସ୍ୟା ଠାରୁ ଖଣ୍ଡାବସା ଆରମ୍ଭ ହୋଇଥିଲା । ଗତ ନବମୀରେ ମାଁ ପାଟଖଣ୍ଡା ଗ୍ରାମ ପରିକ୍ରମା କରିଥିଲେ । ଦଶମୀ ଦିନ ଦେନ୍ଦୁଝରରୁ ଦେବୀ ବରୁଆ ଦିହରେ ଆବିର୍ଭୂତ ହୋଇ
Read More...

ହାତୀସରା ୩ୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରାରେ ଦୁର୍ଗାପୂଜା ଅବସରରେ ୩ୟ ଲୋକକଳା ମହୋତ୍ସବ ଗତ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ବଜାଶାଲ ଅନୁଷ୍ଠାନ ଏବଂ କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଅର୍ଡ଼ାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଅର୍ଡା ଉପରପଡ଼ା ଗଣେଶ ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭାଇ ଜିଉଁନ୍ତିଆ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ
Read More...

କୁଡ଼ାସିଂହାରେ ଦୁର୍ଗାପୂଜାର କଳସ ଯାତ୍ରା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଆଜି କଳସ ଯାତ୍ରା, ବିଲ୍ଵାଧିବାସ ସହ ମହାଆଡମ୍ବରରେ ୩୪ତମ ଶାରଦୀୟ ଦୁର୍ଗାପୂଜା ଶୁଭାରମ୍ଭ ହୋଇଯାଇଛି । ଚଳିତବର୍ଷ କୁବେର ସାହୁ ଏବଂ ଧର୍ମପତ୍ନୀ ଦୁଲଣା ସାହୁ କର୍ତ୍ତା ଭାବେ
Read More...

ହାତୀସରାରେ ଦୁର୍ଗାପୂଜା ଉପଲକ୍ଷେ ୩ୟ ଲୋକ କଳା ମହୋତ୍ସବ ଆସନ୍ତା ୧୧ ରୁ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ହାତୀସରା ଗାଁରେ ୧ ତମ ମାଁ ଦୁର୍ଗାପୂଜା ଅବସରରେ ୩ୟ ଲୋକ କଳା ମହୋତ୍ସବ ହେବାକୁଯାଉଛି । ହାତୀସରା ଲୋକ କଳା ମହୋତ୍ସବ କମିଟି ତଥା ହରିଜନ ଆଦିବାସୀ ଯୁବକ ସଂଗଠନ ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୧ ତାରିଖ ମହାବୀର ସାଂସ୍କୃତିକ
Read More...

ଅବସର ପ୍ରାପ୍ତ ଶିକ୍ଷକ ବିପଦ ଭଞ୍ଜନ ପାଢ଼ୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ଗାଁର ପାଢ଼ୀ ଗୁରୁ ଭାବେ ବେଶ ଜଣାଶୁଣା ଥିବା ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷାବିତ ବିପଦ ଭଞ୍ଜନ ପାଢ଼ୀ (୮୧) ଙ୍କ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ ଟିକୁ, ଟୁଲୁ ଓ ତିନି
Read More...

କରୁଆଁଝର ଗଜଲକ୍ଷ୍ମୀ ପୂଜାର ଶୁଭସ୍ତମ୍ଭ ସ୍ଥାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଁଝର ଗାଁରେ ୧୪ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କର୍ତ୍ତା ଭାବେ ଶ୍ରୀମତୀ ରଞ୍ଜୁ ଭୋଇ, ଅନ୍ତର୍ଯ୍ୟାମୀ ଭୋଇ ଏବଂ ପ୍ରହରୀ କର୍ତ୍ତା ଭାବେ ସୁରୁବାଲି ଭୋଇ, ଗୋବିନ୍ଦ ଭୋଇ ଦାୟିତ୍ଵ
Read More...

ଜରାସିଂହା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ଜରାସିଂହା, ନେତ୍ରଭାନୁ ହାଇସ୍କୁଲ ପରିସରରେ ଜରାସିଂହା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜରାସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ
Read More...