Browsing Tag

deogaon news

ବଡ ଡୁଙ୍ଗୁରିପାଲିରେ ଗିରି ଗୋବର୍ଦ୍ଧନ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଓ ସାଲେପାଲି ପଞ୍ଚାୟତର ଯାଦବ ସମାଜ ଆନୁକୂଲ୍ୟରେ ଶନିବାର ଦିନ ବଡ ଡୁଙ୍ଗୁରିପାଲିରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଯାଇଛି । ଏଥିରେ ତରଣୀସେନ ତ୍ରିପାଠୀ ପୁରାଣ ପଣ୍ଡା ଏବଂ କର୍ତ୍ତା ଭାବେ କାନ୍ତ ଘିବେଲା, ଲକ୍ଷ୍ମୀ ଘିବେଳା
Read More...

ସାଲେପାଲିରେ ଗିରି ଗୋବର୍ଦ୍ଧନ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଗିରି ଗୋବର୍ଦ୍ଧନ ପାହାଡ଼ରେ ୪୦ତମ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ କର୍ତ୍ତା ଭାବରେ କନିୟରଲାଲ ଶାମଲ ଓ ତାଙ୍କ ଧର୍ମପତ୍ନୀ ଆହ୍ଲାଦିନି ଶାମଲ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ଭାବେ
Read More...

‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ର

ଭୀମଡୁଙ୍ଗୁରୀରେ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଉ ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଐତିହ୍ୟସ୍ଥଳୀ ଭୀମଡୁଙ୍ଗୁରୀଠାରେ ଐତିହ୍ୟ ଓ ସଂସ୍କୃତିର ଗବେଷଣା ପାଇଁ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଭୀମଡୁଙ୍ଗୁରୀଠାରେ ଭୀମପାହାଡ ମହୋତ୍ସବ କମିଟି
Read More...

ଭୀମପାହାଡ଼ ମହୋତ୍ସବର ୨ୟ ରଜନୀ : ଘନ ଜଙ୍ଗଲରେ ବି ମହୋତ୍ସବ ପାଇଁ ଜମୁଛି ଭିଡ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଘନ ଜଙ୍ଗଲ ଘେରା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡରେ ଦଶମ ଭୀମ ପାହାଡ ମହୋତ୍ସବର ୨ୟ ରଜନୀ ସାଢେ ୯ଟାରେ ଅନୁଷ୍ଠିତ ହୋଇଥିବା ରାଜ ଦରବାରର ସାଂସ୍କୃତିକ ସଭାରେ ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ଗଞ୍ଜେଇ ଚାଲାଣ ବେଳେ ପୁଲିସ ଚଢ଼ାଉ : ୫ କେଜି ଗଞ୍ଜେଇ ସହ ଜଣେ ଗିରଫ, ବାଇକ୍‌ ଜବତ

ଯାତ୍ରୀବାହୀ ବସ୍‌ରୁ ବି ବାହାରିଲା ଗଞ୍ଜେଇପୁଲିସର ତଦନ୍ତ ଜାରି ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଭୁତିଆରବାହାଲ ରାସ୍ତା ଦେଇ ବେଆଇନ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଚଢ଼ାଉ କରି ଗଞ୍ଜେଇ ଓ ବାଇକ୍‌କୁ ଜବତ କରି ଜଣେ ବ୍ୟକ୍ତିଙ୍କୁ
Read More...

ବ୍ରାହ୍ମଣୀଜୋର କ୍ଲଷ୍ଟରସ୍ତରୀୟ ମାସିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବ୍ରାହ୍ମଣୀଜୋର କ୍ଲଷ୍ଟରର ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫପସିରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ ମାଝୀଙ୍କ ତତ୍ୱାବଧାନରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସିଆର୍‌ସିସି ମଣ୍ଟୁ ସାମଲ
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ

ଦେଓଗାଁ, (କେପିଏନ୍‌ଏସ୍‌) : ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ଦେଓଗାଁ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର୍ ଓ ଜୁନିଅର ବିଭାଗର ରଚନା, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ ବିଜୟୀ ଛାତ୍ରୀ ମାନଙ୍କୁ ପୁରସ୍କାର
Read More...

ବ୍ଲକ ଅନ୍ତର୍ଗତ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ବୃହତ ଉଠା ଜଳସେଚନ ଅଞ୍ଚଳରେ ଫସଳ ବିବିଧିକରଣ ଯୋଜନାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଲାଙ୍ଗିରଙ୍କ ସୌଜନ୍ୟରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ତରଫରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ଜାମଝରଣ ଗ୍ରାମରେ ରୋଷେଇ ପ୍ରତିଯୋଗିତା
Read More...

ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟଣ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୧ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଶନିବାର ଦିନ ଏକ ଦିବସୀୟ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ପାରାୟଣରେ ବ୍ୟାସ ଭାବରେ ବରଗଡ଼ ଜିଲ୍ଲା ବିଜେପୁର
Read More...

୭୯୧ ବର୍ଷର ସମୃଦ୍ଧ ପରମ୍ପରା- ଜରାସିଂହାର ପାଟଖଣ୍ତା ଯାତ୍ରା

ଭକ୍ତଙ୍କ ହାରି ଗୁହାରି ଶୁଣି ବିଦାୟ ନେଲେ ମାଁ ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଚିର ଅବହେଳିତ ଦେଓଗାଁ ବ୍ଲକ ଜରାସିଂହାର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ୫ ଦିନ ଧରି ହୋଇଥିବା ଏହି ଯାତ୍ରା ଦେଖିବାକୁ ଏଥର ହୋଇଛି ଲୋକାରଣ୍ୟ । ଶହ ଶହ
Read More...