Browsing Tag

deogaon news

ବନ୍ୟଜନ୍ତୁ ଭୟରେ ଚାଷ କାମ ଛାଡୁଛି ଚାଷୀ : ପଡିଆ ପଡୁଛି ଡଙ୍ଗର ତଳିଆ ଚାଷ ଜମି

ଦେଓଗାଁ, (ମନିଷ କୁମାର ସାହୁ) : ଡଙ୍ଗର ତଳିଆ ଜମିରେ ଚାଷ କଲେ ପାଣିର ଅଭାବ ରହିନଥାଏ। ତେଣୁ ସେଭଳି ଜମିରେ ଚାଷୀମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ଦେଓଗାଁ ବ୍ଲକ୍ ଅଞ୍ଚଳରେ ଏବେ ଏଭଳି ଜମିରେ ଚାଷ କରିବାକୁ ଚାଷୀମାନେ ମଙ୍ଗୁ ନାହାନ୍ତି। ବନ୍ୟପ୍ରାଣୀଙ୍କ ଯୋଗୁଁ…
Read More...

ଚାଷଜମିରୁ ଉଦ୍ଧାର ହୋଇଥିବା ୮ ଫୁଟିଆ ଅଜଗରକୁ ମଠଖାଇ ଜଙ୍ଗଲରେ ଛାଡିଲା ବନ ବିଭାଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ କୁଡ଼ାସିଂହା ଫରେଷ୍ଟ ସେକ୍ସନର କୁଡ଼ାସିଂହା ଗାଁ ନିକଟରେ ଏକ ୮ ଫୁଟର ଅଜଗରକୁ ଉଦ୍ଧାର କରି ମଠଖାଇ ସଂରକ୍ଷିତ ଜଙ୍ଗଲରେ ଦେଓଗାଁ ବନ ବିଭାଗ ଛାଡିଥିବା ଜଣାପଡିଛି। କୁଡ଼ାସିଂହା ଗାଁକୁ ଲାଗିକି ଥିବା ପତ୍ରଫଡ଼ି ନିକଟରେ ଚାଷ ଜମିରୁ…
Read More...

କରୋନା ଚିହ୍ନଟ ପରେ ବ୍ଲକ୍ କାର୍ୟ୍ୟାଳୟକୁ ୨ ଦିନ ବନ୍ଦ କଲେ ବିଡ଼ିଓ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ୟ୍ୟାଳୟରେ ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ବୋଲି ଜଣାପଡିବା ପରେ ବ୍ଲକ କାର୍ୟ୍ୟାଳୟକୁ ୨ ଦିନ ପାଇଁ ସିଲ କରିଛନ୍ତି ଦେଓଗାଁ ବିଡ଼ିଓ ନବୀନ ଚନ୍ଦ୍ର ପାଢ଼ୀ। ତାଙ୍କ କାର୍ୟ୍ୟାଳୟର ପତ୍ର ସଂଖ୍ୟା ୧୪୬୬ ତା ୩୧/୮/ ୨୦ରେ ବ୍ଲକ…
Read More...

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୨୬ : ୨ ଦିନରେ ୨ ଦୁର୍ଘଟଣା

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଭୋର୍ ସକାଳୁ ସୋନଗଡ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଟେଙ୍କର୍ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଗାଡ଼ିର ଡ୍ରାଇଭର। ଜାତୀୟ ରାଜପଥ ୨୬ ଦେଓଗାଁ ନଦୀ ଖଣ୍ଡି ନିକଟରେ ବଙ୍ଗଳା ପଟରୁ ନଦୀରୁ ଚୋରା ବାଲି…
Read More...

ଦେଓଗାଁ : ୫୦ ଲକ୍ଷ ଟଙ୍କାର ମିନି ଷ୍ଟାଡିୟମରେ ପଡିନି ବଲ କି ହୋଇନି ପ୍ରତିଯୋଗିତା : ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ…

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁରେ ରହିଛି ଦୁଇ ଦୁଇଟି ଖେଳ ପଡିଆ । ଦେଓଗାଁ ବାଳିକା ହାଇସ୍କୁଲ ପଛପଟେ ଅଛି ନେହେରୁ ଖେଳ ପଡିଆ ଓ ଅନ୍ୟଟି କଲେଜ୍ ପଛପଟେ ରହିଛି ୧୧ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ । ହେଲେ ବାଳିକା ହାଇସ୍କୁଲ ପଛପଟେ ଥିବା ନେହେରୁ ପଡ଼ିଆରେ…
Read More...

ଦେଓଗାଁ ବ୍ଲକରୁ ପୁଣି ୭ ଚିହ୍ନଟ : ମୋଟ ସଂଖ୍ୟା ୩୬

ଦେଓଗାଁ, (ମନିଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକରୁ ୭ଜଣଙ୍କ କରୋନା ପଜିଟିଭ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି। ସରକାରୀ ରିପୋର୍ଟ ଆସିଥିବା ୭ଜଣଙ୍କ ମଧ୍ୟରୁ ଖୋଦ ଦେଓଗାଁ ସଦରରୁ ଜଣେ ୨୩ ବର୍ଷିୟ ଯୁବକ ଚିହ୍ନଟ ହୋଇଥିବା ବେଳେ ମହଲାଇ ପଞ୍ଚାୟତ ପାଣ୍ଢେଲ ଗାଁର ୪ଜଣଙ୍କ…
Read More...

ରେଳ ବିଭାଗର ଇଲେକ୍ଟ୍ରି ତାର ଟଣାକୁ ନେଇ ବଢୁଛି ଅସନ୍ତୋଷ : ପବନ ହେଲେ ଗଛରେ ଘଷି ହୋଇ ଜଳୁଛି ନିଆଁ

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନକୁ ଆଧୁନିକୀରଣ କରାଯାଇଛି । ହେଲେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ କାମ ଯୋଗୁଁ ଆତଙ୍କିତ ଆବସ୍ଥାରେ ଜୀବନ ଯାପନ କରୁଛନ୍ତି ରେଳ ଲାଇନ କଡ଼ରେ ବାସ କରୁଥିବା ଲୋକେ । ଦେଓଗାଁ ବ୍ଲକ୍ ଛକ ଚନ୍ଦ୍ରପୁର ନିକଟରେ ରହିଛି ଏକ ବିରାଟ…
Read More...

ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କ ପରଲୋକ

ଦେଓଗାଁ: ଦେଓଗାଁ ବ୍ଲକ୍ ଉପରଝର ଗାଁର ପୂର୍ବ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ (୭୩ବର୍ଷ)ଙ୍କ ବୁଧବାର ରାତିରେ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅଜଣା ରୋଗରେ ପଡିଥଲେ । ଉପରଝର ଅଞ୍ଚଳର ବିଶିଷ୍ଟ ଲୋକମାନେ ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ…
Read More...

ଦିନକରେ ୫ ପଜିଟିଭ୍ ପରେ ଦେଓଗାଁ ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ ସଦର ପଞ୍ଚାୟତରେ ଗୁରୁବାର ଦିନ ୫ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଦେଓଗାଁ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଦେଓଗାଁ ସରପଞ୍ଚ ନିନା…
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ ଶିକ୍ଷା ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ବାଗତ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ବ୍ୟବସ୍ଥାରେ ବହୁ ବିଦ୍ୟାର୍ଥୀ ପାଠପଢ଼ାରୁ ବଞ୍ଚିତ ହୋଇଥିବାରୁ ପାଠପଢ଼ା ଏବେ ଠପ୍ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ…
Read More...