ଦେଓଗାଁ ବ୍ଲକକୁ ଆସିଲେ ହାତୀ : ନଷ୍ଟ କଲେ ଧାନ, ମକ୍କା ଫସଲ
ଦେଓଗାଁ, (ମନିଷ କୁମାର ସାହୁ) : ବର୍ତମାନ ଚାଷ କାମରେ ବ୍ୟସ୍ତ ରହିଛନ୍ତି ଚାଷୀ । ଏହି ସମୟରେ ଦାଉ ସାଜୁଛନ୍ତି ଜଙ୍ଗଲୀ ହାତୀ। କେତେବେଳେ ପନିପରିବା ତ ପୁଣି କେତେବେଳେ ଧାନ ଓ ମକ୍କା ଖାଇବା ସହ ମାଡ଼ିଦଳି ନଷ୍ଟ କରି ଦେଉଛନ୍ତି । ଯାହାଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀ!-->…
Read More...
Read More...