Browsing Tag

deogaon news

୮ବର୍ଷ ହେଲା ବନ୍ଦ ଅଛି ଦେଓଗାଁ ଚିନିକଳ : ଅଞ୍ଚଳରେ ବଢୁଛି ବେକରୀଙ୍କ ସଂଖ୍ୟା

ଦେଓଗାଁ, (କିଶୋର କୁମାର ସାହୁ) : ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ନିଯୁକ୍ତିର କୌଣସି ସୁଯୋଗ ନାହିଁ । ଏପରିକି କରୋନା ଯୋଗୁଁ ସରକାର ପକ୍ଷରୁ ୨ବର୍ଷ ପର୍ୟ୍ୟନ୍ତ କୌଣସି ନିଯୁକ୍ତି ମଧ୍ୟ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । କେବିକେ ଅଂଚଳର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ…
Read More...

ସୁଧୁରୁନି ଜାତୀୟ ରାଜପଥର ଅବସ୍ଥା : ଗାଡ଼ି ଗଲେ ଉଡୁଛି ଗୁଣ୍ଡ, ସ୍ଥାୟୀ ମରାମତି ଦାବୀ

ଦେଓଗାଁ, (କିଶୋର କୁମାର ସାହୁ) : ବରଗଡ-ବୋରିଗୁମ୍ମା ଜାତୀୟ ରାଜପଥ ବହୁ ଜନସମାଗମ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଯିବା ଆସିବା କରୁଛି । ଏବେ ଏହି ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି କାହିଁକି…
Read More...

ଭୟ ବଢାଉଛନ୍ତି ବାହ୍ୟରାଜ୍ୟ ବେପାରୀ : ବୁଲୁଛନ୍ତି ଗ୍ରାମାଞ୍ଚଳର ଘରକୁ ଘର

ଦେଓଗାଁ, (କିଶୋର କୁମାର ସାହୁ) : କରୋନା ଆକ୍ରାନ୍ତଙ୍କ ସଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ବଲାଙ୍ଗୀର ଜିଲ୍ଲାରେ । ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଆକ୍ରାନ୍ତ ବଢ଼ି ଚାଲିଥିବା ବେଳେ ଦେଓଗାଁ ବ୍ଲକରେ ଏ ପର୍ୟ୍ୟନ୍ତ ହାତଗଣତି କିଛି ଲୋକଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଅଞ୍ଚଳରେ ଲୋକେ…
Read More...

ବନ୍ୟାକୁ ବର୍ଷେ ପୂରିଲା : ମିଳିନି କ୍ଷତି ପୂରଣ, ହେଲାନି ରାସ୍ତା ମରାମତି : କଥା ଦେଇ କଥା ରଖିଲେନି ମନ୍ତ୍ରୀ

ଦେଓଗାଁ, (କିଶୋର କୁମାର ସାହୁ) : ୨୦୧୯ ଅଗଷ୍ଟ ୧୨ରୁ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ବର୍ଷେ ଛୁଁଇଛି, କିନ୍ତୁ ସୁଧୁରୁନି ରାସ୍ତାର ଅବସ୍ଥା କି ମିଳିନି କ୍ଷତିପୂରଣ । ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଦୁଇ ଜଣ…
Read More...