Browsing Tag

chhatrapur news

ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ ପରିବାରର ସ୍ମୃତି ସମ୍ମାନ ରକ୍ଷା ହୋଇ ଆସିଥିବା ଛତ୍ରପୁରର ତାଡେପଲ୍ଲୀ ସାହିସ୍ଥ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପାରମ୍ପରୀକ ସୁନାବେଶ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । ଭକ୍ତଜନ ଦର୍ଶନକରି ବିଭୂକୃପା ଲାଭ କରିଛନ୍ତି । ଗତକାଲି
Read More...

ଛତ୍ରପୁର ବ୍ଲକ୍‌ର ବିଭିନ୍ନ ନୂତନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମପଞ୍ଚାୟତର ପ୍ରାୟ ୧୭ ଗୋଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର
Read More...

ଛତ୍ରପୁର ବ୍ଲକ ଜିପିଇଓଙ୍କ ପରଲୋକ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର କାର୍ଯ୍ୟରତ ଜିପିଇଓ ସହଦେବ ମହାରଣାଙ୍କ ପରଲୋକ ହୋଇଥିବା ଜଣାପଡିଛି । ସେ ଗତ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟ କରୁଥିବା ବେଳେ ଆଜି ଖଜୁରିଆ ଗ୍ରାମସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା
Read More...

ଛତ୍ରପୁର ବିଧାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ଉଦଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାସଦର ମହକୁମା ଛତ୍ରପୁରଠାରେ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ୩ଟି ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲା ଯାଇଛି । ସୋମବାର ଆରମ୍ଭ ହୋଇଥିବା ଛତ୍ରପୁର କଲ୍ୟାଣ ମଣ୍ଡପଠାରେ ବିବିଧ ଵ୍ୟଵସ୍ଥାପନାରେ ଆୟୋଜିତ ଟିକାକରଣ କେନ୍ଦ୍ରରେ ଛତ୍ରପୁର
Read More...

ଇଟା ବୋଝେଇ ଟ୍ରାକ୍ଟରରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ ହୋଇଥିଲା । ମିଳିତ ସହଯୋଗରେ ଏକ ଇଟା ବୋଝେଇ ଟ୍ରାକ୍ଟରରୁ ଗଞ୍ଜେଇ ଜବତ କରାଯାଇଛି । ପୂର୍ବରୁ ଟ୍ରକଠାରୁ ଆରମ୍ଭ
Read More...

‘ୟାସ’ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ଯୋଗେ ସତର୍କତା ସୂଚନା

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ସମୂହକୁ ଭୟର ଆଶଙ୍କା ଦେଖାଦେଇଛି । ତୁହାକୁ ତୁହା କେତେବେଳେ କଣ ସାମୁଦ୍ରିକ ବାତ୍ୟା କେତେ ଯେ ନାଁ ନେଇ ଆସୁଛି, ବାତ୍ୟା ନା ଶୁଣିଲେ ଉପକୂଳରେ ବସବାସ କରୁଥିବା ଅଧିବାସୀଙ୍କୁ ଭୟର ଚିନ୍ତା
Read More...

ଛତ୍ରପୁର ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ବସିବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ହସ୍ପିଟାଲର ସ୍ୱାର୍ଥ ଦୃଷ୍ଟିରୁ ଏକ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବାର ଯୋଜନା ରହିଛି । ଏନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ
Read More...

ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଛତ୍ରପୁର ସହରାଞ୍ଚଳରେ ଚିହ୍ନଟ ହୋଇଥିବା ଗରୀବ ଭୋକିଲା ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଜିଲ୍ଲା-ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ
Read More...

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ : ଆଶା କର୍ମୀ, ସ୍ୱଚ୍ଛସାଥୀ ଏଥିରେ ସାମିଲ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଆଶା କର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତ୍ୱରାନ୍ୱିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା
Read More...

ଛତ୍ରପୁର ପୂର୍ତ୍ତ ବିଭାଗ ଏସଡ଼ିଓ.ଙ୍କ କୋରନାରେ ପରଲୋକ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରାସ୍ତା ଓ କୋଠାବାଡ଼ି ବିଭାଗରେ ଅବସ୍ଥାପିତ ଏସଡ଼ିଓ ଇଂଜିନିଅର ଟି.ଲୋକେଶ୍ୱର ରାଓ କୋରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଜିଲ୍ଲା ଦପ୍ତରାଞ୍ଚଳରେ
Read More...