Browsing Tag

chhatrapur news

ପୁରୁଣା ମାଛବଜାର ସ୍ୱଭାବିକ ହେବ ବୋଲି ପ୍ରତିଶୃତି ଦେଲେ କର୍ତ୍ତୃପକ୍ଷ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଏକ ସପ୍ତାହ ଧରି ଛତ୍ରପୁର ମାଛ ବଜାରକୁ ନେଇ ଦେଖା ଦେଇଥିବା ବିବାଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ହସ୍ତକ୍ଷେପ ପରେ ତୁଟିଛି । ଘଟଣାରୁ ପ୍ରକାଶ ଯେ, ଛତ୍ରପୁର ସହରରେ ଥିବା ପୂରାତନ ମାଛ ବଜାରରେ ପୁରୁଷାନୁକ୍ରମେ ଛତ୍ରପୁର ଉପକଣ୍ଠ…
Read More...

ସଂଗ୍ରାମ ସ୍ପୋର୍ଟସ କ୍ଲବର ଆଧୁନିକ ଜିମ୍ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି । ରୋଗମୁକ୍ତ ରହିବା ନିମନ୍ତେ ସମସ୍ତେ ସୁଷମ ଖାଦ୍ୟପେୟ ସାଂଗକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଦ୍ୱାରା କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଢି ହୁଏ ତାହା ନୁହେଁ ବରଂ ଏହା…
Read More...

ମାଛ ବଜାର ବାରମ୍ବାର ଉଚ୍ଛେଦ ତଥା ସ୍ଥାନ ପରିବର୍ତ୍ତନ ନେଇ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରଦପ୍ତର ଛତ୍ରପୁରଠାରେ ଥିବା ପୁରୁଣା ମାଛ ବଜାର ଉଚ୍ଛେଦ ଅବା ସ୍ଥାନ ପରିବର୍ତ୍ତନ ନେଇ ସୋମବାର ମତ୍ସ୍ୟଜୀବୀ ତଥା ମାଛ ବ୍ୟବସାୟୀ ମାନେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରି ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବ୍ୟବସାୟୀମାନଙ୍କୁ…
Read More...

ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଆୟୋଜିତ ଆନୁଷ୍ଠାନିକ ସମ୍ମିଳିତ ପରେଡ଼ରେ ମୁଖ୍ୟଅତିଥୀ ଭାବେ ଯୋଗଦେଉଥିବା ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପୂର୍ବଦିନ…
Read More...

ଦୁଇ ଦିନିଆ ଶିଳ୍ପ ପ୍ରଯତ୍ନ ବୈଠକ ଉଦ୍‌ଯାପିତ

ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା, ସୁଯୋଗ ଯୋଗାଇ ଦିଆଯିବ - ଅସୀତ୍ ତ୍ରିପାଠୀ ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଋଷିକୂଲ୍ୟା) ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି,…
Read More...

ଖୁବଶୀଘ୍ର ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ ନାଗରିକ କମିଟିର ଦାବୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭଡିଲା ନାଗରିକ କମିଟି । ଏନେଇ ଶନିବାର ସ୍ଥାନୀୟ ପିଏନ୍‌ୟୁଏ କଲେଜ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଆଲୋଚନା କରାଯାଇଥିବା ସହରର ବିଭିନ୍ନ ସମସ୍ୟାର…
Read More...

ୟୁଜର୍ସ ଫି ବୃଦ୍ଧି ପ୍ରତିବାଦରେ ପ୍ରଶାସନକୁ ଦାବୀପତ୍ର : ପିଡି ଓ ଇଓଙ୍କୁ ଭେଟିଲେ ଛତ୍ରପୁର ବ୍ୟବସାୟୀ ମହାସଂଘର…

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଲକ୍‌ଡାଉନ ଓ ସଟ୍‌ଡାଉନ ଯୋଗୁଁ ସମସ୍ତ ପ୍ରକାର ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପଡିଥିଲା ଛୋଟ ବଡ ବ୍ୟବସାୟୀ ମାନଙ୍କ ଉପରେ । ଏହାର ଦୁଃଖ…
Read More...

ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ତମ ଜୟନ୍ତୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଣ୍ଡିତ ନୀଲକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ସମାରୋହ ଛତ୍ରପୁରର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ୍–୧୯ ନିୟମ ପାଳନ କରିବା ପୂର୍ବକ ସାମାଜିକ ଦୂରତାକୁ ବଜାୟ ରଖି ନିରାଡ଼ମ୍ବରରେ…
Read More...

ଛତ୍ରପୁରର ଦୁଇ ବରେଣ୍ୟ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମାଟିରେ ଲୀଳା ଖେଳସାରି ସମସ୍ତଙ୍କ ଗହଣରେ ଛାଡି ଚାଲିଯାଇଥିବା ଦୁଇ ସ୍ୱର୍ଗତ ଆତ୍ମାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖଣ୍ଡଦେଉଳି କଲେଜ ଅଧ୍ୟକ୍ଷ ଡ଼ଃ. ଦୁର୍ଯ୍ୟୋଧନ ସେଠୀ ଏବଂ ଗଞ୍ଜାମ ଜିଲ୍ଲା ଖାଉଟୀ ସୁରକ୍ଷା ଅଦାଲତର…
Read More...

ସଂସ୍କୃତି ଭବନରେ ଗ୍ରନ୍ଥାଗାରିକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ଅଧିନସ୍ଥ ଜିଲ୍ଲା ପାଠାଗାରରେ ଅବସ୍ଥାପିତ ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ ଓ ଉପେନ୍ଦ୍ର ଭଞ୍ଜ ପାଠାଗାରର ପରିଚାଳକ ରବୀନ୍ଦ୍ର ମହାରଣାଙ୍କ ପଦୋନ୍ନତି ହୋଇଥିବା ସାଂଗକୁ ଏ ନେଇ ଇତି ମଧ୍ୟରେ ଉଭୟଙ୍କ ବଦଳି ମଧ୍ୟ…
Read More...