Browsing Tag

chhatrapur news

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ : ଆଶା କର୍ମୀ, ସ୍ୱଚ୍ଛସାଥୀ ଏଥିରେ ସାମିଲ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଆଶା କର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତ୍ୱରାନ୍ୱିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା…
Read More...

ଛତ୍ରପୁର ପୂର୍ତ୍ତ ବିଭାଗ ଏସଡ଼ିଓ.ଙ୍କ କୋରନାରେ ପରଲୋକ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରାସ୍ତା ଓ କୋଠାବାଡ଼ି ବିଭାଗରେ ଅବସ୍ଥାପିତ ଏସଡ଼ିଓ ଇଂଜିନିଅର ଟି.ଲୋକେଶ୍ୱର ରାଓ କୋରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଜିଲ୍ଲା ଦପ୍ତରାଞ୍ଚଳରେ…
Read More...

ଘରୁ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ, ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମର ଜଣେ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ କରିଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ସାବୁଳିଆ ଗ୍ରାମ ଶାନ୍ତିନଗର ସାହିର ଟୁନା ଦାସଙ୍କ ପୁଅ ଅଜିତ ଦାସ ଗତକାଲି…
Read More...

ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର, ବଉଳଗାଁ ଓ ବିପୁଲିଙ୍ଗି ପ୍ରମୁଖ ତିନି ଗୋଟି ଗ୍ରାମ ପଞ୍ଚାୟତର ୫ଗୋଟି ଗ୍ରାମ ନିମନ୍ତେ ୩ କୋଟି ୫୬ ଲକ୍ଷ ଟଙ୍କାର ଅନୁଦାନରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ…
Read More...

ଆଂଚଳିକ ପରିବହନ ବିଭାଗର କେତୋଟି ସେବା ବନ୍ଦ ରଖାଯିବ : କୋଭିଡ ପରିଚାଳନା କେନ୍ଦ୍ରରେ ବିଦ୍ୟୁତ ସରବରାହ ବନ୍ଦ ନ…

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟ ରଖି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍‌ଡାଉନ୍‌ ସପକ୍ଷରେ ସୋସିଆଲ୍‌ ମିଡ଼ିଆରେ ନିଜ ନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟିକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ୱତଃପ୍ରବୃତ୍ତ…
Read More...

ଡିଏଲ ଟେଷ୍ଟ ପାଇଁ ଛତ୍ରପୁର ଆର୍.ଟି.ଓ. ଅଫିସକୁ ଆସି ଲକ୍ଷାଧିକ ଉପଭୋକ୍ତା ନିରାଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏକ ସର୍ବପୁରାତନ ଅଟେ । ଏହି ଆରଟିଓ ଅଫିସରେ ସମସ୍ତ କାଗଜପତ୍ର , ଡିଏଲ- ଟେଷ୍ଟ ,ଡ୍ରାଇଭିଂ ଲାଇସେନ୍ସ ,ଗାଡିର ଇନସୁରାନ୍ସ ଆଦିର ନୂଆଁ, ନବୀକରଣ…
Read More...

ଛତ୍ରପୁରରେ ସପ୍ତାହନ୍ତ ସଟଡାଉନ ୯୫ ଭାଗ ସଫଳ

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳରେ ଏବେ ଜନତା ଖୁବ ସଚେତନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା ମହାମାରୀର ସତର୍କତାର ଅବଲମ୍ବନ କରାଇଆସୁଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଟି ସଚେତନ ସଭା ଓ ରାଲିରେ ବି…
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ହେଲା ନିଯୁକ୍ତି ମେଳା

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ଼୍‌ଡ୍ଡୀ) : କୋରୋନା କାଳରେ ନିଯୁକ୍ତି ମେଳା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଙ୍ଘ ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଗୋପାଳପୁର ପୋର୍ଟ ପକ୍ଷରୁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ…
Read More...

ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟିର ବୈଠକ

ଛତ୍ରପୁର : ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟିର ବୈଠକ ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପାଚେରୀକୁ ଆହୁରୀ ଉଚ୍ଚତା କରାଯିବ ।…
Read More...

ଏନସିସିକୁ ବନ୍ଦ ନ କରିବା ଦାବୀ ନେଇ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଏନସିସିକୁ ଉଠାଇ ଦିଆଯାଇଛି । ମହାବିଦ୍ୟାଳୟରେ ଏନସିସି ବନ୍ଦ ନ କରିବା ଦାବୀ ନେଇ ଏନଏସି ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁ ଛାତ୍ରମାନେ ସୋମବାର ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣରେ ବସିଥିଲେ । ଦୀର୍ଘ ୫୦ ବର୍ଷ ଧରି…
Read More...