Browsing Tag

chandanbhati news

ଚନ୍ଦନଭାଟିରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର କଲସ ଯାତ୍ରା ଅଧିବାସ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଦୁଇ ହଜାରରୁ ଅଧିକ ମହିଳା ଯୋଗଦାନ କରି କଲସ ଧରି ମଣ୍ଡପକୁ ଆସିଥିଲେ । ମୁଖ୍ୟ
Read More...

ଚନ୍ଦନଭାଟି ଶିଶୁ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଘୋଷ ବାଦ୍ୟ ଓ ନାରା ସହିତ ବିଦ୍ୟାଳୟରୁ ସମସ୍ତ ଶିଶୁ ଭାଇଭଉଣୀ ଓ ଆଚାର୍ଯ୍ୟ, ଆଚାର୍ଯ୍ୟା ସକାଳ ଘ୭.୩୦ମି.ରେ ଚନ୍ଦନଭାଟି ଗ୍ରାମ ପରିକ୍ରମା କରିଥିଲେ ଓ
Read More...

ଚନ୍ଦନଭାଟି ଶିଶୁ ମନ୍ଦିରରେ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦୁଇ ମହାନ ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ
Read More...

ଚନ୍ଦନଭାଟି ଅଞ୍ଚଳରେ ଶ୍ରୀରାମଙ୍କ ନଗର ପରିକ୍ରମା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସହରଠୁ ପୁରପଲ୍ଲୀରେ ଶ୍ରୀରାମଙ୍କ ନଗର ପରିକ୍ରମା ଚାଲିଥିବା ବେଳେ ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟି ଏବଂ ବଘଲା ଗ୍ରାମରେ ମଧ୍ୟ ବଡ ଧୁମ୍‌ଧାମ୍‌ରେ ଶ୍ରୀରାମଙ୍କ ନଗର ପରିକ୍ରମା ହୋଇଥିଲା । ଶ୍ରୀରାମଙ୍କ ନାରାରେ କମ୍ପି ଉଠୁଥିଲା
Read More...

ସାଲେପାଲିରେ କୁନ୍ଦାଦେଓ ଯାତ୍ରା ସମ୍ପନ୍ନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମରେ ଛ ଦେଓ ସୂର୍ଯ୍ୟବଂଶ ଗୋଣ୍ଡ ସମାଜର କୁନ୍ଦାଦେଓ ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରଥମେ ଉପବାସ ଆଜି ନଗର ପରିକ୍ରମା କରାଯାଇଥିଲା । ଆସନ୍ତା କାଲି ଛତ୍ର ଭୋଜ ରହିଥିବା
Read More...

ରକ୍ତ ରଞ୍ଜିତ ହେଲା ମିର୍ଦ୍ଧାପାଲି ଶୁଲିଆ ଖଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଗ୍ରାମରେ ଦୀର୍ଘ ଦଶନ୍ଧି ଧରି ହୋଇ ଆସୁଥିବା କନ୍ଧ ସମ୍ପ୍ରଦାୟର ଶୁଲିଆ ଯାତ୍ରା ଆଜି ନିରାଡମ୍ବର ସହିତ ପାଳିତ ହୋଇଯାଇଛି । ଖଇରଗୁରା ଖଲା ପରେ ମିର୍ଦ୍ଧାପାଲି ଖଲାରେ ପ୍ରବଳ ଭିଡ ଲାଗି ରହେ । ପ୍ରତିବର୍ଷ ଭଳି ଏ
Read More...

ଚନ୍ଦନଭାଟି ଶିଶୁ ମନ୍ଦିରରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ସରସ୍ୱତୀ ଶିଶୁ ମନ୍ଦିରଠାରେ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ
Read More...

ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗନ୍ଧରେଲ ସ୍ଥିତ ଗିରିଗୋବର୍ଦ୍ଧନଠାରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯାଇଥିଲା
Read More...

ଚନ୍ଦନଭାଟି ହାଇସ୍କୁଲ ୧୯୯୯ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ସମାରୋହ ଓ ବଂଧୁ ମିଳନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପଂଚାୟତ ହାଇସ୍କୁଲ ଚନ୍ଦନଭାଟିର ୧୯୯୯ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ସମାରୋହ ଓ ବଂଧୁ ମିଳନ ନିକଟସ୍ଥ କଅଗାଁ ଖେଳ ପଡ଼ିଆରେ ବଡ ଧୁମ୍‌ଧାମ୍‌ରେ ପାଲିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ଚନ୍ଦନଭାଟିରେ ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଚନ୍ଦନଭାଟି ମେହେରପଡାଠାରେ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ବଡ ଧୁମ୍‌ଧାମ୍‌ରେ ମହାଲକ୍ଷ୍ମୀ ପୂଜା ସଂପନ୍ନ ହୋଇଯାଇଛି । ଗତ ୨୧ ତାରିଖ ଗୁରୁବାର ଦିନ ଏହା ଆରମ୍ଭ ହୋଇଥିବା ବେଳେ ୨୬ ତାରିଖ ମଙ୍ଗଳବାର ଦିନ ମହାସମାରୋହରେ ସଂପନ୍ନ ହୋଇଯାଇଛି ।
Read More...