Browsing Tag

chandanbhati news

ଚନ୍ଦନଭାଟି ଶିଶୁ ମନ୍ଦିରରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ସରସ୍ୱତୀ ଶିଶୁ ମନ୍ଦିରଠାରେ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ…
Read More...

ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗନ୍ଧରେଲ ସ୍ଥିତ ଗିରିଗୋବର୍ଦ୍ଧନଠାରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯାଇଥିଲା…
Read More...

ଚନ୍ଦନଭାଟି ହାଇସ୍କୁଲ ୧୯୯୯ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ସମାରୋହ ଓ ବଂଧୁ ମିଳନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପଂଚାୟତ ହାଇସ୍କୁଲ ଚନ୍ଦନଭାଟିର ୧୯୯୯ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ସମାରୋହ ଓ ବଂଧୁ ମିଳନ ନିକଟସ୍ଥ କଅଗାଁ ଖେଳ ପଡ଼ିଆରେ ବଡ ଧୁମ୍‌ଧାମ୍‌ରେ ପାଲିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…
Read More...

ଚନ୍ଦନଭାଟିରେ ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଚନ୍ଦନଭାଟି ମେହେରପଡାଠାରେ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ବଡ ଧୁମ୍‌ଧାମ୍‌ରେ ମହାଲକ୍ଷ୍ମୀ ପୂଜା ସଂପନ୍ନ ହୋଇଯାଇଛି । ଗତ ୨୧ ତାରିଖ ଗୁରୁବାର ଦିନ ଏହା ଆରମ୍ଭ ହୋଇଥିବା ବେଳେ ୨୬ ତାରିଖ ମଙ୍ଗଳବାର ଦିନ ମହାସମାରୋହରେ ସଂପନ୍ନ ହୋଇଯାଇଛି ।…
Read More...

ମାଁ’ ବସ୍ତ୍ରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିନ୍ଦୁରବାହାଲ ବିଜୟୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଜାମୁଟିଆ ଗ୍ରାମରେ ମାଁ' ବସ୍ତ୍ରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ୍‌ ମ୍ୟାଚ୍‌ ସିନ୍ଦୁରବାହାଲ ଏବଂ ଝାଙ୍କରପାଲି ମଧ୍ୟରେ କଡା ଟକ୍କର…
Read More...

ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩’ କାର୍ଯ୍ୟକ୍ରମ…

ଚନ୍ଦନଭାଟୀ, (କେପିଏନ୍‌ଏସ୍‌) : ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ 'ଯୁବ ଓଡ଼ିଶା ନବୀନ ଓଡ଼ିଶା’ ୨୦୨୩ -୨୪ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍ମୃତିକ, କ୍ରୀଡ଼ା, ସାମାଜିକ ସଚେତନତା ପରି…
Read More...

ବାଦିଘୋର ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବାଦିଘୋର ପୋଲ ନିକଟରେ ଆଜି ସଂଧ୍ୟାରେ ନିଜ ଗ୍ରାମ ଦୁଆନପାଲିରୁ କାମ ସାରି ବଲାଙ୍ଗିର ସ୍ଥିତ ବାସଭବନକୁ ଏକ ସ୍କୁଟିରେ ଫେରୁଥିବା ବେଳେ ବଲାଙ୍ଗିର ପଟୁ ଆସୁଥିବା ଏକ ହାଇୱା ଗାଡି ଧକ୍କା ଦେଇଥିଲା ।…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ମରାମତି କଲା ପ୍ରଶାସନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗତ ୮ ତାରିଖ 'କୋଶଳ ପ୍ରବାହ'ରେ ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ଅବସ୍ଥା ବିପଦଜନକ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଠିକ ତିନିଦିନ ପରେ ପ୍ରଶାସନ ଏହା ଉପରେ ନଜର ପକାଇ କାମ ଆରମ୍ଭ କରିଥିଲା ଏବଂ ରାସ୍ତା ମଝିରେ ଥିବା ଗର୍ତ୍ତଟିକୁ ମରାମତି କରିଥିଲା । ଏ…
Read More...

ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ପାଳନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିଠାରେ ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ କରିଥିଲେ ତଥା ଅତିଥି ପରିଚୟ…
Read More...

ବିପଦଜନକ ଅବସ୍ଥାରେ ଚନ୍ଦନଭାଟି ମୁଖ୍ୟ ରାସ୍ତା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହାନ ଯାଉଥିବା ବେଳେ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏହି…
Read More...