Browsing Tag

chandanbhati news

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୩’

ଚନ୍ଦନଭାଟି, (କେପିଏନ୍‌ଏସ୍‌) : କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୩’ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସିନ୍ଦୁରବାହାଲ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚନନ୍ଦନଭାଟି ଗ୍ରାମ ପଞ୍ଚାୟତ ଓ ମିର୍ଦ୍ଧାପାଲି ଗ୍ରାମ…
Read More...

ଚନ୍ଦନଭାଟି ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସରସ୍ବତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ…
Read More...

କୁନି କାରିଗର ଲିପୁନ ଚନ୍ଦନଙ୍କ କୁନି ରଥ ନିର୍ମାଣ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : କୁନି କାରିଗର ଲିପୁନ ଚନ୍ଦନ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଁଗା ଗ୍ରାମର । ବୟସ ତାଙ୍କର ୧୫ ବର୍ଷ ସେ ବିଭିନ୍ନ ପ୍ରକାରର କାରିଗରୀ କରି ଅଞ୍ଚଳରେ ବେଶ ଚର୍ଚ୍ଚିତ । ଏ ବର୍ଷ ସେ ୧୬ ଚକିଆ ନନ୍ଦିଘୋଷ ରଥ ନିର୍ମାଣ…
Read More...

ଯୋଗ ଓ ନେଚରୋପାଥି ତାଲିମ ଶିବିର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିଠାରେ ଗତ ୧୫ ତାରିଖରୁ ଅଶୋକ କୁମାର ଖମାରୀଙ୍କ ନେତୃତ୍ୱରେ ଯୋଗ ଓ ନେଚରୋପାଥି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ସୁବ୍ରତ ମେହେରଙ୍କ ତତ୍ୱାବଧାନରେ ଯୋଗ ଏବଂ ନେଚରୋପାଥି ଉପରେ ପ୍ରତିଦିନ…
Read More...

୧୯ତମ ଗୋବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ତିନି ଦିନ ଧରି ଚାଲିଥିବା ୧୯ତମ ଗୋବିନ୍ଦ ମେମୋରିଆଲ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ବବଜା ଏବଂ ସଦାଇପାଲି ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ସଦାଇପାଲି ଦଳ…
Read More...

ସାଲେପାଲିରେ ୧୯ତମ ଗୋବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୯ତମ ଗୋବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଭଲିବଲ୍ ଖେଲାଳି ସୁକାନ୍ତ…
Read More...

ଦୁଇ ବାଇକ ମୁହାଁମୁହିିଁ ଧକ୍କା : ୧ ମୃତ, ୩ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ତଲିଉଡାର ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ ହୋଇଥିବା ବେଳେ ଅନ୍ୟ ବାଇକରେ ଥିବା ୩ ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ଆମ୍ବୁଲାନ୍ସ…
Read More...

ଚନ୍ଦନଭାଟୀ ହାଇସ୍କୁଲରେ ସ୍ଵାଧୀନତା ଦିବସ ପାଳନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କୋଭିଡ୍ ନିୟମ ଅନୁଯାୟୀ ପାଳନ ହେଲା ସ୍ଵାଧୀନତା ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ରଂଜନ ପ୍ରଧାନ ଉପସ୍ଥିତ…
Read More...

ଚନ୍ଦନଭାଟି ଫାଣ୍ଡିର ଲେଡି ପୋଲିସ ସନ୍ତୋଷିନୀ ସାହୁଙ୍କ ସାହସ ବଳରେ ଚୋର ଦଳର ଚୋରୀ ଉଦ୍ୟମ ପଣ୍ଡ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛିଦିନ ହେଲା ଚନ୍ଦନଭାଟି ଅଞ୍ଚଳରେ ମାତିଛନ୍ତି ଚୋର ଦଳ । ଦୀର୍ଘ ପଚିଶ ଦିନ ପୂର୍ବରୁ ବଘଲା ଛକ ନିକଟସ୍ଥ ସାହୁ ଅଟୋ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ଟାୟାର୍, ମୋବିଲ୍, ମୋଟର ସାଇକେଲ ଏବଂ ଚାରିଚକିଆ ଯାନରେ ବ୍ୟବହୃତ ସାମଗ୍ରୀ ନେଇ ଫୋରାର୍‌…
Read More...

ରାସ୍ତା କାମ ସାରି ଡ୍ରେନ୍‌କୁ ବନ୍ଦ କରିଦେଲା ଠିକା ସଂସ୍ଥା : ଲୋକେ ହନ୍ତସନ୍ତ

ଚନ୍ଦନଭାଟି, (ରାଜେଶ କୁମାର ଦଣ୍ଡସେନା) : ରାସ୍ତା କାମ ସାରି ଡ୍ରେନ୍‌କୁ ବନ୍ଦ କରିଦେଇଛି ଠିକା ସଂସ୍ଥା । ଏଣୁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଡ଼ିଆପଡ଼ାରୁ ସଡ଼କପଡ଼ାକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ରାସ୍ତାକଡ଼ରେ ରହିଥିବା ଡ୍ରେନ୍‌କୁ ପୋତି ଦିଆଯାଇଥିବା…
Read More...