ଦିବ୍ୟାଂଗ କୁଞ୍ଜବନ : ସାତବର୍ଷ ହେଲା କାଟୁଛନ୍ତି ଦୁଃଖୀ ଜୀବନ
ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବର୍ଷେ ନାହିଁ କି ଦୁଇ ବର୍ଷ ନାହିଁ ସାତ ସାତ ବର୍ଷ ହେଲାଣି କାଟୁଛନ୍ତି ବନ୍ଦୀ ଜୀବନ । ସରକାରଙ୍କ ଏତେ ସବୁ ଯୋଜନା ସତ୍ୱେ ଯେମିତି ତାଙ୍କ ପାଇଁ ପାଲଟିଛି ସାତସପନ । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ଅଧିନସ୍ଥ ସାଲେପାଲି ଗ୍ରାମର କୁଞ୍ଜବନ!-->…
Read More...
Read More...