ଖଲିଆପାଲି ଏକଦିବସୀୟ କ୍ରିକେଟ ମ୍ୟାଚରେ ଜାମୁଟିଆ ଚାମ୍ପିଆନ୍
ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଡିସି ପଡିଆଠାରେ ଏକ ଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫଟାବାହାଲ ଏବଂ ଜାମୁଟିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜାମୁଟିଆ ଦଳ!-->…
Read More...
Read More...