Browsing Tag

bramhapur news

ଗଞ୍ଜାମ ଜିଲ୍ଲାର ଗାଁ ଗାଁ ଏବେ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ : ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ୨୦ ନମ୍ବର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଅନୁଷ୍ଠିତ ଭୋଟ ଗଣତି ଗତ ଶନିବାର ସକାଳୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଭୋଟ ଗଣତି ପୋଲିସର କଡା ନିରାପତ୍ତା ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବ୍ୟବସ୍ଥିତ ଭୋଟ ଗଣତି…
Read More...

‘ଗ୍ଲୋବାଲ ଇଣ୍ଡିଆ ଆଚିଭ୍‌ମେଣ୍ଟ୍‌’ ପୁରସ୍କାରପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍‌ ଡା.…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନୂଆଦିଲ୍ଳୀରୁ ସମ୍ମାନଜନକ ଗ୍ଲୋବାଲ ଇଣ୍ଡିଆ ଏକ୍ସଲେନ୍ସ ଆଚିଭମେଣ୍ଟ ଆୱାର୍ଡ-୨୦୨୧ରେ ସମ୍ମାନିତ ବ୍ରହ୍ମପୁର ମହାନଗରର ଦୁଇ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥ ଓ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡ଼ା.ପୂର୍ଣ୍ଣଚନ୍ଦ୍ର…
Read More...

ଭୋଟଗଣତି ନେଇ ଜିଲ୍ଲା ପ୍ରଶାସନର ବିହିତ ପ୍ରସ୍ତୁତି

ଗଣତି କେନ୍ଦ୍ର ମଧ୍ୟକୁ କେହି ବି ମୋବାଇଲ ସେଲ୍ ନେଇ ପାରିବେ ନାହିଁଷ୍ଟ୍ରଙ୍ଗରୁମ୍‌କୁ ଜିଲ୍ଲାପାଳ ଯାଞ୍ଚ ଓ ତଦାରଖ କଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚଗୋଟି ପର୍ଯ୍ୟାୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ସମ୍ପନ୍ନ…
Read More...

ଗଞ୍ଜାମ ଜିଲ୍ଲାରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଗଞ୍ଜାମ ଜିଲ୍ଲାରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲାର ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲାର ଭୋଟର…
Read More...

ଆସିକା ସାଂସଦଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂଗଠିତ ଭୋଟଗ୍ରହଣ କେନ୍ଦ୍ରରେ ଆସିକା ସାଂସଦ ପ୍ରମିଳା ବିଶୋଇଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଉଠିଛି । ଅତୀତରେ ପ୍ରଧାନମନ୍ତ୍ରୀ…
Read More...

ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ପାଳନ

ବ୍ରହ୍ମପୁର, (ସତ୍ୟ ନାରାୟଣ ରେଡ୍ଡୀ) : ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । କ୍ଳବର ସଭାପତି କାମରାଜୁ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଦମ୍ପତିଙ୍କ ଉପରେ ଛୁରା ମାଡ଼

• ସଙ୍କଟାପନ୍ନ ଅବସ୍ଥାରେ ଦମ୍ପତି, ବଡ ମେଡିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘରେ ବସିଥିବା ସମୟରେ ଛୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିକା ବ୍ଲକ୍ ବାବନପୁର ପାଟଣା ସାହି ବାସିନ୍ଦା ପ୍ରମୋଦ ଚନ୍ଦ୍ର ଦାଶ ଓ ତାଙ୍କ ସ୍ତ୍ରୀ ଗିରିଜା ଦାଶଙ୍କୁ ଛୁରୀରେ…
Read More...

ନେହୁରୁ ଯୁବ କେନ୍ଦ୍ର ସଂଗଠନ ଆନୁକୂଲ୍ୟରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନେହୁରୁ ଯୁବ କେନ୍ଦ୍ର ସଂଗଠନ ବ୍ରହ୍ମପୁର, ଗଞ୍ଜାମ ଆନୁକୂଲ୍ୟରେ ଖଲ୍ଲିକୋଟସ୍ଥ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ ହୋଇଯାଇଛି । ଏଥିରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ସସ୍ମିତା ପଟ୍ଟନାୟକ ଅତିଥିମାନଙ୍କୁ…
Read More...

ଗଞ୍ଜାମ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟରେ ୪ ଲକ୍ଷ ୬୪ ହଜାର ୨୧ ଜଣ ମତଦାନ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଅନୁଷ୍ଠିତ ହେଉଅଛି । ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥପ୍ରସାଦ ଓ କବିସୂର୍ଯ୍ୟନଗର ଆଦି ବ୍ଳକ୍‌ରେ ମଙ୍ଗଳବାର ସକାଳେ ଭୋଟ ଗ୍ରହଣ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ…
Read More...

ପ୍ରଫେସର ଦେବୀପସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସାହିତ୍ୟିକ, ସାହିତ୍ୟ ସଂଗଠକ ଶିକ୍ଷାବିତ ତଥା ପ୍ରାକ୍ତନ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ପ୍ରଫେସର ଦେବୀପସନ୍ନ ପଟ୍ଟନାୟକ(୬୨)ଙ୍କ ଶନିବାର ସକାଳେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ…
Read More...