Browsing Tag

bramhapur news

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଭ୍ରାଟ ନେଇ ଛାତ୍ର ଅଶାନ୍ତି : ଅଶୁ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର…

ଯୁକ୍ତ ଦୁଇ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ବୃଦ୍ଧି ଓ ବ୍ରହ୍ମପର ବିଶ୍ଵବିଦ୍ୟାଳୟର ବର୍ଦ୍ଧିତ ଫିସ୍ ତୁରନ୍ତ ପ୍ରତ୍ୟାହାର ଦାବିରେ ଅଲ୍ ଇଣ୍ଡିଆ ଡିଏସଓର ଦାବୀପତ୍ର ପ୍ରଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଭ୍ରାଟ ଦେଖାଦେଇଛି ।
Read More...

ହୁମର ଗ୍ରାମରେ ମଦ ବିକ୍ରିକୁ ନେଇ ମହିଳା ଆନ୍ଦୋଳନ ତୀବ୍ରତର

ଦୁଇ ଦିନ ହେଲା ଗାଁରେ ପାନୀୟ ଜଳ ଯୋଗାଣରେ ପ୍ରତିବନ୍ଧକଶାନ୍ତି କମିଟି ବସି ପରିସ୍ଥିତିକୁ ସୁଧାର ଅଣାଯିବ ବୋଲି ପୋଲିସ ପ୍ରଶାସନ କହିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ହୁମରଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା
Read More...

୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଜବତ ସହ ଡ୍ରାଇଭର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଜାତୀୟ ରାଜପଥରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବହୁ ପରିମାଣ ଗଞ୍ଜେଇ ଜବତ କରିଛି । ଏକ ଟ୍ରକ୍ ୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିହାର
Read More...

ଛତ୍ରପୁର ଖବର କାଗଜ ବିତରକ ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଖବର କାଗଜ ବିତରକ/ବିକ୍ରେତା ମାନେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି । କରୋନା ଭଳି ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର କାଗଜ
Read More...

ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୋ ନିବେଦନ କାର୍ଯ୍ୟକାରୀ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଆସନ୍ତାକାଲି (ସୋମବାର) ଠାରୁ 'ମୋ ନିବେଦନ' ଜରିଆରେ ଅନଲାଇନ୍‌ ମାଧ୍ୟମରେ କାର୍ୟ୍ୟକାରୀ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଗୁଡିକରେ ଭିଡିଓ-କନଫ୍ରେସିଂ ଦ୍ଵାରା
Read More...

ଚିକଲଖଣ୍ଡି ଗ୍ରାମପଞ୍ଚାୟତର ଅର୍ଦ୍ଧଶତାଧିକ ସିପିଆଇ କର୍ମୀ ବିଜେପିରେ ଯୋଗଦେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚିକଲଖଣ୍ଡି ଗ୍ରାମପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ
Read More...

ଛତ୍ରପୁର ପୋଲିସ ହାଇସ୍କୁଲର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳସ୍ଥିତ ନିୟୁପୋଲିସ କଲୋନୀ ଠାରେ ଅବସ୍ଥାପିତ ପୋଲିସ ହାଇସ୍କୁଲର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଆଶାନୁରୂପ ଭାବେ ସଫଳତା ହୋଇଛି ବୋଲି କୁହାଯାଏ । ସର୍ବମୋଟ ୨୫ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମାଟ୍ରିକ ବୋର୍ଡ ପରୀକ୍ଷା
Read More...

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଦାବୀ : ଉପକୂଳ ରାଜପଥ ନିର୍ମାଣ ନିଷ୍ପତ୍ତିର ପୁନଃବିଚାର ହେଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୨୦୧୪ ମସିହାରେ ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦିଘା ପର୍ଯ୍ୟନ୍ତ ଉପକୂଳ ରାଜପଥ କରାଯିବା ନିମନ୍ତେ କେନ୍ଦ୍ରସରକାର ୫ ହଜାର କୋଟି ମଞ୍ଜୁର କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦୀର୍ଘ ୭ ବର୍ଷ ପରେ ରାଜ୍ୟ ସରକାର
Read More...

ଶ୍ରୀଜୀଉଙ୍କ ଗଜାନନ ବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ଭାବେ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁଙ୍କୁ ମହାସ୍ନାନ କରାଇ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଗଜାନନ ବେଶ ଓ କମ୍‌ ସଂଖ୍ୟକ ଭକ୍ତଙ୍କ ସମାଗମରେ ଶୃଙ୍ଖଳିତ ଦର୍ଶନ ସମାହିତ ହୋଇଛି ।
Read More...

ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠାନେଇ ସରକାରଙ୍କ ହେୟ ମନୋଭାବ ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି ପାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ପ୍ରାୟ ତିନି ଦଶନ୍ଧି ଧରି ଦାବୀ
Read More...