Browsing Tag

bramhapur news

କରୋନା କମିଲା : ସୁରଟ ମୁହାଁ ଓଡିଆ ଶ୍ରମିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଭୟାବହତା ଯୋଗୁଁ ସୁରତରୁ ନିଜ ଗାଁକୁ ଚାଲି ଆସିଥିଲେ ଲୋକେ । କାମଧନ୍ଦା ନଥିବାରୁ  ଘରେ ବସି ରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ମୁହାଁ ଅବା ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପେଟପାଟଣା
Read More...

ଜୀବନ ଯୁଦ୍ଧରେ ହାରିଗଲେ ସମାଜସେବୀ ଦେବୀଦତ୍ତ ରଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଚଞ୍ଚଳମନା ସୁମଣିଷ ଦେବୀଦତ୍ତ ରଥ । ଗତ କିଛିଦିନ ଧରି ବ୍ରହ୍ମପୁର ସହରର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ଟାଟା-କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗଣମାଧ୍ୟମର ଏମ୍.ବି.ସି ଟିଭିର ଖଲ୍ଲିକୋଟ
Read More...

ମୁଖ୍ୟ ଡାକଘର ଆନୁକୂଲ୍ୟରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତ୍ରପୁର ମୁଖ୍ୟଡାକ ପ୍ରାଙ୍ଗଣରେ ବିଶେଷ ଡାକ ମୋହର ରଦ୍ଦକରଣ, ଔଷଧୀୟ ବୃକ୍ଷରୋପଣ, ସାମୁହିକ ଯୋଗ ଅଭ୍ୟାସ ତଥା ଶପଥପାଠ ଆଦି ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ
Read More...

ବୋନ-କ୍ୟାନ୍ସରରେ ପୀଡିତ ନବ ନାହାକଙ୍କୁ ମିଳିଲା ପ୍ରାଥମିକ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ୯ ନମ୍ବର ୱାର୍ଡ, ବରପଲ୍ଲୀ ବାସିନ୍ଦା, ଜଣେ ଗ୍ରାମ୍ୟସମାଜସେବୀ ନବ ନାହାକ(୨୮) ଦୀର୍ଘ ଦିନ ହେଲା ବୋନ କ୍ୟାନ୍ସରରେ ପୀଡିତ ଅଛନ୍ତି । ତାଙ୍କର ବାମଗୋଡ ଆଣ୍ଠୁର ଅପରେସନ ଲାଗି ପ୍ରାୟ ଆଠ ଲକ୍ଷ ଟଙ୍କା ଆବଶ୍ୟକ ଥିବା
Read More...

ବ୍ରହ୍ମପୁର ମୁନିସିପାଲ ପକ୍ଷରୁ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ୨୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀ ନୂଆଁଗାଁ ଥାନା ନିକଟ ଫ୍ଲାଇ-ଓଭର ବ୍ରିଜ ଠାରେ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ ହେବ ଏବଂ ଏହା ସହ ଏହାର ସୌନ୍ଦର୍ୟ୍ୟକରଣ ବିସ୍ତୀର୍ଣ୍ଣ ରୂପେ ହେବ ବୋଲି ବିଏମସି କମିଶନର
Read More...

ବଣଭୋଜି କରିବାକୁ ଯାଇଥିବା ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଣେ ମୃତ, ତିନି ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଣଭୋଜି କରିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୋଟିଏ ଗୋଷ୍ଠୀ
Read More...

କରୋନା କଟକଣାକୁ ଫୁ…….

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ବର୍ତ୍ତମାନ ଏବେ ସବୁଆଡେ ଚାଲିଛି ଟୀକାକରଣ । ହେଲେ ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ ସମସ୍ତେ ଭୁଲି ଯାଉଛନ୍ତି ସାମାଜିକ ଦୂରତାକୁ । ବ୍ରହ୍ମପୁରର ଇଞ୍ଜିନିୟରିଂ ସ୍କୁଲ, କୁଇନ ମିଶନ ସ୍କୁଲ, ଏମ୍.କେ.ସି.ଜି. ମେଡ଼ିକାଲ, ସିଟିହସ୍ପିଟାଲ ଏବଂ
Read More...

ପଦୋନ୍ନତି ପାଇବା ପରେ ଛତ୍ରପୁର ବିଇଓଙ୍କୁ କୃତଜ୍ଞତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦୋନ୍ନତି ପାଇବା ପରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀଙ୍କୁ ଛତ୍ରପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ଦିଲିପ କୁମାର ପଲେଇ, ସୁରେଶ କୁମାର ମହାନ୍ତି, ବିଷ୍ଣୁ ପଣ୍ଡାଙ୍କ ନେତୃତ୍‌ତ୍ୱରେ ଶିକ୍ଷକ ସଂଘର
Read More...

ଛତ୍ରପୁରରେ ଦ୍ୱିତୀୟ ଥରର ସହାୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ପର୍ୟ୍ୟାୟରେ ଶୁକ୍ରବାର ଦିନ ସନ୍ଧ୍ୟାରେ ୬୦ ଜଣ ଗରୀବ ଅସହାୟ ମହିଳା ଏବଂ କିଛି ଦଳିତ ପୁରୁଷ ଶ୍ରେଣୀର ଲୋକଙ୍କୁ ପୁଣି ସହାୟତା ଯୋଗାଇ ଦିଆଯାଇଛି । କୋରନା ମହାମାରୀ ସମୟରେ ଜୀବନ ଜୀବିକା ହରାଇ ହନ୍ତସନ୍ତ ହୋଇଥିବା ଛତ୍ରପୁର ଅଞ୍ଚଳର
Read More...

ମୋ ପରିବାର ତରଫରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ବାବଧାନରେ ଓଡିଶା ସରକାରଙ୍କ ତରଫରୁ ଆଜି ବ୍ରହ୍ମପୁର ୨୫ନମ୍ବର ୱାର୍ଡ ଶାସ୍ତ୍ରୀ ନଗରରେ ଶୁଖିଲା ରାସନ ସାମଗ୍ରୀ କରାଯାଇଛି । ଏହିପରି ବ୍ରହ୍ମପୁରର ପ୍ରତି ୱାର୍ଡରେ
Read More...