Browsing Tag

bramhapur news

‘ମାସ୍କୋ’ ଓ ‘କାର୍ପ୍’ ପକ୍ଷରୁ ସବୁଜ ବଳୟ ସୃଷ୍ଟି ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ମାସ୍କୋ' ଓ 'କାର୍ପ୍' ଦ୍ଵାରା ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଫାଷ୍ଟଗେଟ୍ ନିକଟସ୍ଥ 'ମାସ୍କୋ' ଓ 'କାର୍ପ୍'ର ନୂତନ କାର୍ଯ୍ୟାଳୟ ଗୃହ ନିକଟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର
Read More...

‘ଦୈନିକ ଆଶା’ର ପୁନଃସଂସ୍ଥାପନ ଡିଜିଟାଲ ୱେବସିରିଜର ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସର୍ବ ପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ 'ଦୈନିକ ଆଶା'ର ଡିଜିଟାଇଜେସନ ସୋପାନରେ ପାଦ ଦେଇଛି । ଦୈନିକ ଆଶା ପ୍ରତିଷ୍ଠାନ ବହୁଦିନ ଧରି ସୁପ୍ତ ଅବସ୍ଥାରେ ରହି ଆସିଥିବା ବେଳେ ଏହାର ନବକଳେବର ରୂପ ୱେବସିରିଜ ଭାବେ ଆତ୍ମ ପ୍ରକାଶ କରିଛି
Read More...

ଗୋଟିଏ କୋଟିରୁ ଉର୍ଦ୍ଧ ହେବ ଗଞ୍ଜେଇ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ସହ ୩ଜଣଙ୍କୁ ମଧ୍ୟ କାବୁ କରିବାରେ ସଫଳ ହେଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧ କୋଟିରୁ
Read More...

୧୫ ଜୁଲାଇରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମପନ୍ଥୀ ଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷରେ କଂଗ୍ରେସ ଠାରୁ ବଳି ପଡିଥିବା କେନ୍ଦ୍ରର ବିଜେପି ସରକାରଙ୍କ ଅହେତୁକ ଦରବୃଦ୍ଧି ନେଇ ବାମପନ୍ଥୀ ଦଳ ୧୫ ଜୁଲାଇରେ ଓଡ଼ିଶା ବନ୍ଦ ଡାକରା ଦେଇଛି, ବୋଲି ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି । ପ୍ରକାଶ ଥାଉକି, ପେଟ୍ରୋଲିୟମ ଜାତ-ତୈଳ,
Read More...

ଋଷିକୂଲ୍ୟା ନଦୀ ଘାଟରେ ଅବସ୍ଥିତ କଂସାରୀଗଣ୍ଡ ଉନ୍ନତି ନିମନ୍ତେ ୨୪୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବ ଆଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁଣ୍ୟତ୍ତୋୟ ଋଷିକୂଲ୍ୟା ନଦୀଘାଟ ଅଞ୍ଚଳ ଛତ୍ରପୁର ବ୍ଲକ୍ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଧିନ ହଂସପୁର ଠାରେ ଅବସ୍ଥିତ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଇ ଏକ ବୃହତ୍ତମ ଜଳ ପ୍ରକଳ୍ପର ନିର୍ମାଣ କରାଯିବା ନେଇ ବହୁ ଦିନ ଧରି
Read More...

ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ସମସ୍ତ ଗଣ୍ୟମାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଞ୍ଜାମ
Read More...

ଛତ୍ରପୁରର ସମର୍ଥ ଆବାସିକ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲା ଶାରିରୀକ ଅକ୍ଷମ ସଂଗଠନର ୨୨ତମ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଂଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର କେ. ଆନନ୍ଦ ରାଓ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ
Read More...

ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜା ରାଜୁଡା ସମୟରୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଯଥା ରୀତିରେ ଷୋଡଶ ବିଧାନକ୍ରମେ ସମାହିତ ହୋଇଯାଇଛି । ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ସମାଗମରେ ଚତୁର୍ଦ୍ଧା ଦିଅଁଙ୍କ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ସରକାର ବହୁ ଦୁର୍ନୀତି କରୁଛନ୍ତି, ଆବାସ ଯୋଜନାରେ ଅର୍ଥ ହଡପ, ସାଂଗକୁ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ନ କରିବା, ଆଦି ବହୁ ଦୁର୍ନୀତି ହୋଇଥିବା ବିରୋଧରେ ବିଜେପି ତରଫରୁ ଗତ
Read More...

ଶାବୁଳିଆ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ଶାବୁଳିଆ ହାଇସ୍କୁଲରେ ଅଥବା ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଶାବୁଳିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ସଚେତନତା ସାଂଗକୁ ବୃକ୍ଷର ମହତ୍ୱପୂର୍ଣ୍ଣ ଅବଦାନ ସଂପର୍କରେ
Read More...