Browsing Tag

bramhapur news

ମାସ୍କୋ ଓ କାର୍ପ୍ ତରଫରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ମାସ୍କୋ ଓ କାର୍ପ୍ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ କଳିଙ୍ଗ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ କଳିଙ୍ଗ ବିଦ୍ୟାମନ୍ଦିରର ସଭାପତି ଜୱାହାରଲାଲ୍
Read More...

ବ୍ରହ୍ମପୁର ଆଇଟିଆଇ ପରିସରରେ ଗ୍ରାସ ଆର୍ଟ ପାର୍କ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ ପରିସରରେ ଗୁରୁବାର ଏକ ମେଗା ତଥା ରାଜ୍ୟର ପ୍ରଥମ ଗ୍ରୀନଗ୍ରାସ ଆର୍ଟ ପାର୍କ ଉଦଘାଟିତ ହୋଇଛି । କୁତ୍ରିମ ପ୍ଲାଷ୍ଟିକ, ନାଇଲନରେ ନିର୍ମିତ ଏହି ଗ୍ରାସରେ ବିଭିନ୍ନ ବନ୍ୟଜନ୍ତୁ,
Read More...

ଏସ୍‌ୟୁସିଆଇ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବୀରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ଆଜି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ
Read More...

ସ୍ୱର ଉଠାଇଲେ ବାମପନ୍ଥୀ : ‘ମୋଦି ସରକାର ଗାଦି ଛାଡ଼’

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ୍‌ର ବୃଦ୍ଧି ଏକ ଅଗଣତାନ୍ତ୍ରିକ ନୀତି ବୋଲି ବାମପନ୍ଥୀ ଦଳ ଘୋର ସମାଲୋଚନା କରିଛି । ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ, ଡାଲି, ଚିନି, ଘିଅ, ଖାଇବା ତେଲ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟ
Read More...

ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ସହ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିଜେପି ପକ୍ଷରୁ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ୍‌ ବିଲ୍‌ ଦର ବୃଦ୍ଧି ସାଂଗକୁ ଟାଟା ପାୱାରର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆଜି ବ୍ରହ୍ମପୁରରେ ଟାଟା ବିଜୁଳି ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି ।
Read More...

ଓଡିଶା ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ, ଖାଇବା ତେଲ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଡାକରା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ସମୟରେ କେନ୍ଦ୍ରର ନେତୃତ୍ୱାଧିନ ମୋଦି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର
Read More...

କରୋନା ନିୟମର ଅନୁପାଳନ ସଠିକ୍ ନହେଲେ ପରିସ୍ଥିତି ପୁଣି ଭୟାବହ ହେବ : ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ କୋଭିଡ଼ ଗାଇଡ଼ଲାଇନ ତଥା ପଞ୍ଚସୂତ୍ର ନିୟମକୁ କଡାକଡ଼ି କରାଯିବବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ନିୟମ ପ୍ରକାରେ ପ୍ରଶାସନ ପକ୍ଷରୁ ଯାହା ସବୁ ନୀତି ନିୟମ ବା ଗାଇଡ୍‌ଲାଇନ୍ ଜାରୀ କରାଯାଇଛି, ତାହା ବର୍ତ୍ତମାନ
Read More...

ଦରଦାମ ବୃଦ୍ଧି ବିରୁଦ୍ଧରେ ହିନ୍ଦ୍‌ ମଜ୍‌ଦୁର ସଭା ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆଜି ହିନ୍ଦ ମଜଦୁର ସଭା, ରାଜ୍ୟ କମିଟି ନିଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଭିନ୍ନ ଦାବୀ ନେଇ ବିକ୍ଷେଭ କରାଯାଇଛି । ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ତଥା ହିନ୍ଦ ମଜଦୁର ସଭା, ରାଜ୍ୟ ସଂପାଦକ ରାଜେନ୍ଦ୍ର ଦାଶଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ : ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିକ୍ଷୋଭ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ପ୍ରଥମ ଲହରରେ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ କାର୍ଯ୍ୟକରି ଆସିଥିବା ତିନିଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ବହିଷ୍କାର କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ
Read More...

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମ୍ୟ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ୱରେ ରୋଟାରୀଆନ୍ ସର୍ବଶ୍ରୀ
Read More...