Browsing Tag

bramhapur news

ଭଗବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ରାସନ ସାମଗ୍ରୀ ଓ ଲକ୍ଷାଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭଗବତ ଚାରିଟେବୁଲ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନବୀନ ଭବନ ପରିସରରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପାତ୍ର ଟ୍ରଷ୍ଟର ବିଭିନ୍ନ
Read More...

ବଜ୍ରାଘାତରେ ଗଲା ଜଣେ ମହିଳାଙ୍କ ଜୀବନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଜ୍ରାଘାତରେ ଗଲା ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଞ୍ଚଳରେ । ମଙ୍ଗଳବାର ଅପରାହ୍ନ ସମୟରେ ବଡ଼ ଖଇରିଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୂଂଜ୍ୱଳା ଗ୍ରାମର ଜୈନିକ ମହିଳା ଚନ୍ଦ୍ରମା ପ୍ରଧାନ(୩୮)ଙ୍କ
Read More...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ପଶୁରୋଗ ବିଶେଷଜ୍ଞ ତଥା ପଶୁ ସମ୍ପଦ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡାକ୍ଟର କୁମୁଦ ଚନ୍ଦ୍ର ତ୍ରିପାଠିଙ୍କ ମଙ୍ଗଳବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ
Read More...

ମନ୍ତ୍ରୀ ଆରୁଖଙ୍କ ଆନୁଷ୍ଠାନିକ ଉଦଘାଟନୀରେ ଯୋଗଦାନ ବିଜେଡି ମହଲରେ ଅସନ୍ତୋଷ ଆଣିଛି

ଛତ୍ରପୁର ବିଧାୟକ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ, ପଦସ୍ଥ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି କେବିନେଟ ମନ୍ତ୍ରୀ ତଥା ଜଙ୍ଗଲ ଓ ପରିବେଶ ବିଭାଗମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗୋଟିଏ
Read More...

ମା’ ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ମିଶନ ଶକ୍ତି ମାଧ୍ୟମରେ ଏସ୍‌ଏଚ୍‌ଜି ଗୃପର ମହିଳା ମାନଙ୍କୁ ନେଇ ଗଠିତ ହୋଇଛି ଜୀବିକା ମିଶନ । ତେବେ ସାଉଥ- କୋ'ରେ ନିୟୋଜିତ ମା' ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ମହିଳା ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ଟାଟା ପାୱାର
Read More...

ମହାନଗରରେ ବିଦ୍ୟୁତ ସମସ୍ୟା ଜଟିଳ, ଜନସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆକାଶ ଛୁଆଁ ବିଦ୍ୟୁତ ଦର ବର୍ତ୍ତମାନ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଉ ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରାହକମାନେ ଅଭିଯୋଗ କରନ୍ତି । ସେହି ସମୟରେ ବିଦ୍ୟୁତ
Read More...

ଆମ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲା ସକ୍ରିୟ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ତୁଳସୀନଗର ଠାରେ ରବିବାର ସନ୍ଧ୍ୟାରେ ଆମ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲାର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକଙ୍କ
Read More...

ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ମଧ୍ୟରେ ବିବାଦକୁ ନେଇ ବିକ୍ଷୋଭ ତୃତୀୟ ଦିନରେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍‌ଡ୍ଡୀ) : ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ଓ ପୋର୍ଟ ମେନେଜମେଣ୍ଟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଘନୀଭୂତ ହେବାରୁ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାର ଆଜି ତୃତୀୟ ଦିନ ବିତିଗଲା । ଗୋପାଳପୁର
Read More...

ସାବୁଳିଆ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାବୁଳିଆସ୍ଥିତ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲ ପରିସରରେ ଇକୋ କ୍ଲବ ଆନୁକୂଲ୍ୟରେ ଏକ ବନ ମହୋତ୍ସଵ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏହି ବନ ସଂରକ୍ଷଣ ଆସରରେ ବୃକ୍ଷ ଚାରା ରୋପଣ, ସବୁଜିମା ଓ ତା'ର ଉପକାରୀତା
Read More...

ଯୁବକଙ୍କୁ ଅତର୍କିତ ଭାବେ ହତ୍ୟା : ଦୁଇଜଣ ହତ୍ୟାକାରୀ ଚମ୍ପଟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅଧିନସ୍ଥ ଜାହାଡ଼ା ଗ୍ରାମରେ ପ୍ରତାପ ଖଟେଇ ନାମକ ଜଣେ ଯୁବକ ଗାଁର ଏକ ଦୋକାନରେ ରାଶନ କିଣୁଥିବା ବେଳେ ହଠାତ୍‌ ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ଆସି ଅତର୍କିତ ଭାବେ ହତ୍ୟା କରି ଚାଲିଯାଇଥିବା ସୂଚନା ମିଳିଛି । ଦୁଇଜଣ
Read More...