Browsing Tag

bargarh news

ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଧାନସଭାର ସବୁଠାରୁ ବଡ ଗାଁ କଟାପାଲି ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ଓ କଟାପାଲି ଯୁବଗୋଷ୍ଠୀର ମିଳିତ ସହଯୋଗରେ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ
Read More...

ବରଗଡ଼ ପଞ୍ଚମ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୫ମ ଜିଲ୍ଲା ପରିଷଦର ୮ମ ବୈଠକ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ପରିଷଦ ବୈଠକରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ
Read More...

ନିଷ୍ଠା ପରିବାର କଲେ ଶବଦାହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ଧୁସରବାହାଲ, ସୋହେଲାର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ ହୋଥିଲେ । ପ୍ରଶାସନ ଠାରୁ ଖବର ପାଇ ତାଙ୍କ ନିଜ ସଂପର୍କିୟ କେହି ନଥିବାରୁ ନିଷ୍ଠା ପରିବାର ବଢାଇଛି ସାହାଯ୍ୟର ହାତ । କାଳବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି କାଠ
Read More...

କଲବଲ ଜୀବନକୁ ରକ୍ତ ସମ୍ପର୍କୀୟ ମଧ୍ୟ ସାହା ହେଲେ ନାହିଁ : ମୃତ୍ୟୁ ପରେ ଶେଷକୃତ୍ୟ ସମାପନ କଲେ ସ୍ୱେଚ୍ଛାସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଗୁରୁପାଲି ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଜୀବିତ ଅବସ୍ଥାରେ କଲବଲ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବା ପାଇଁ ଖବର ପାଇବା ପରେ ମଧ୍ୟ ପରିବାର ଲୋକେ ଆସିବାକୁ କୁଣ୍ଠା
Read More...

ଚଳନ୍ତା କାର୍‌ ହୁ ହୁ ହୋଇ ଜଳିଗଲା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଟ୍ରାଫିକ୍‌ ଛକରେ ଏକ ଚଳନ୍ତା କାର୍‌ ହୁ ହୁ ହୋଇ ଜଳି ଯାଇଥିବା ସୂଚନା ମିଳିଛି । ଅଳ୍ପକେ କାର୍‌ ଚାଳକ ବଂଚି ଯାଇଥିବା କୁହାଯାଇଛି । ଗାଡ଼ି ନଂ.ଓଆର୍‌୧୭ଏ-୨୯୩୦ ହୋଇଥିବା ବେଳେ ମାରୁତି-୮୦୦ରେ ଚାଳୁଥିବା ବେଳେ ଲାଗି ଯାଇଛି ନିଆଁ । ତେବେ
Read More...

ମଣିଷତ୍ୱ ହଜିଯାଇଥିବା ଗ୍ରାମ : ପିମ୍ପୁଡ଼ି ଓ ପୋକ ଖାଉଥିଲେ ଜୀଅନ୍ତା ମଣିଷକୁ, କାହା ମନରେ ଦୟା ଆସିଲାନି

ବରଗଡ଼, (ନିରୋଜ କୁମାର ପାଣୀ) : ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏବେ ମଧ୍ୟ ମଣିଷର ମାନସିକତା ଭିତରେ ବସା ବାନ୍ଧିଛି ମଧ୍ୟଯୁଗର ଘୃଣାଭାବ ଓ ଜାତି ପ୍ରଥା । ମାନବ ଜାତିକୁ ସମଗ୍ର ପ୍ରାଣୀ ଜଗତରେ ଶ୍ରେଷ୍ଠ ଜାତି ଭାବରେ ଗଣନା କରାଯାଉଥିଲେ ମଧ୍ୟ ଏଠାରେ ଲଜ୍ଜିତ କରିଛି ସମଗ୍ର ମାନବ ଜାତିକୁ ।
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ପଞ୍ଚମ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଅଷ୍ଟଶମ୍ଭୁ ପୀଠ ଦେଓଗାଁ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁ ଏବଂ ସମ୍ପାଦକ ଶାନ୍ତନୁ ସାହୁଙ୍କ
Read More...

ତୃତୀୟ ଦିବସରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ବାନ କ୍ରମେ ରାଜ୍ୟରେ ବିଦ୍ୟୁତ ଶୁଳ୍କର ବୃଦ୍ଧି, କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଘରୋଇରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ତୃତୀୟ ଦିବସରେ ରାଜ୍ୟବ୍ୟାପୀ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ମଜଦୁର
Read More...

ଶ୍ରମିକ କାର୍ଡ଼ ରିନ୍ୟୁ ହେଉ ନଥିବାରୁ ଅସନ୍ତୋଷ : ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : କରୋନା କାଳରେ ଶ୍ରମିକ ମନେ ଦୁର୍ଦ୍ଦିନରେ ସମୟ କାଟୁଥିବା ବେଳେ ଏବେ ଲେବର କାର୍ଡ ରିନ୍ୟୁ ହେଉ ନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଠାରେ ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କ
Read More...

ସଂକଳ୍ପ ପରିବାର ଦ୍ୱାରା ମୁମୁର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକୁଳି ଫାର୍ମ ଅଞ୍ଚଳରୁ ଅତି ମୁମୁର୍ଷୁ ଅବସ୍ଥାରେ ଜଣେ ବୃଦ୍ଧ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ସେ ଉକ୍ତ ଅଞ୍ଚଳରେ ଦୀର୍ଘ ଦୁଇଦିନ ହେଲା ପଡି ରହିଥିଲେ । ଜଣେ ସୁହୃଦୟ ବ୍ୟକ୍ତିଙ୍କଠୁ ଖବର ପାଇ ସଂକଳ୍ପ ପରିବାର ତାଙ୍କ ପାଖକୁ ପହଞ୍ଚିଥିଲା ।
Read More...