ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ ହୋଇଯାଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଶୁସାନ୍ତ କୁମାର କର ଏହି କାର୍ଯ୍ୟକ୍ରମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ!-->…
Read More...
Read More...