ଆଶ୍ରୟ ସ୍ଥଳୀ ସାଜିଛି ପାଇଖାନା ଘର
ବରଗଡ, (ନିରୋଜ କୁମାର ପାଣୀ) : ଘର ନାହିଁ, ଜୀବନ ଚାଲିଛି ଛୋଟ ପାଇଖାନା ଭିତରେ, ଦୁଇବର୍ଷ ହେବ ଏକ ପାଇଖାନା ଘରେ ଜୀବନ ବିତାଉଛନ୍ତି ନିରାଶ୍ରୟ ମନ୍ଥରା ବରିହା । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ, ରୁଚିଦା ଗ୍ରାମପଞ୍ଚାୟତ ବରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରାଜ୍ୟ!-->…
Read More...
Read More...