Browsing Tag

bargarh news

ବରଗଡ଼ ମାତୃଛାୟାରେ ଅନ୍ତେବାସିନୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଭୋର ସମୟରେ ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସିନୀ ସରୋଜିନୀ ଦାଶ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୮୨ ବର୍ଷ ହେଉଥିବା ବେଳେ ସେ ଗତ ୮ ବର୍ଷ ହେଲା ମାତୃଛାୟା ସ୍ଥିତ ବାନପ୍ରସ୍ଥ ଆଶ୍ରମରେ ଅନ୍ତେବାସୀ ଭାବରେ ରହି…
Read More...

ସମ୍ବଲପୁରୀ ଗୀତ ‘ପାଗଲ୍‌ ପ୍ରେମୀ’ ରେକର୍ଡିଂ ହେଲା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରେମ ପାଇଁ ଅନେକ ସଂଘର୍ଷ କରି ଜଣେ ଝିଅ କିମ୍ବା ଜଣେ ପୁଅର ମନକୁ କିଣିବାକୁ ହୋଇଥାଏ । କେତେବେଳେ ରାଗ ରୁଷା ତ ଆଉ କେତେବେଳେ ମାନ ଅଭିମାନ।ତେବେ ପ୍ରେମରୁ ପ୍ରତାରଣା ପାଇବା ପରେ କିଭଳି ତା ପଛରେ ପାଗଳ ଭଳି ଯୁବକ ଜଣକ ରାସ୍ତା କଡରେ ବୁଲିଥାଏ । ତାହାକୁ…
Read More...

ରେଳବାଇ ଓଭର ବ୍ରିଜ ଶୀଘ୍ର ଶେଷ ପାଇଁ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଠାରେ ନିର୍ମାଣଧୀନ ଥିବା ରେଳବାଇ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ବିଜେପୁର ବିଧାୟିକା ରୀତା ସାହୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟୀ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା' ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହାରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି…
Read More...

ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡା ଗ୍ରାମର ରେମଣ୍ଡା ଗ୍ରାମପଞ୍ଚାୟତରେ ଅଧିନରେ ରହିଛି । ଆଜି ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କୁ ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି…
Read More...

ବିଧାୟିକା ରୀତା ସାହୁଙ୍କ ସଂଗ୍ରହାଳୟର ମରାମତି କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟକୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶୀଘ୍ର ଶେଷ କରିବାକୁ କହିଥିଲେ । ୧୯୭୦ରୁ କବି ଗଙ୍ଗାଧର ମେହେରଙ୍କ ବାସ…
Read More...

‘କୋଶଳ ପ୍ରବାହ ଲାଇଭ୍‌’ ପ୍ରଥମ ବାର୍ଷିକୋତ୍ସବରେ ବରଗଡ଼ର ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୋଶଳ ପ୍ରବାହ ସାପ୍ତାହିକ ସମ୍ବାଦ ପତ୍ରର ୨୧ବର୍ଷ ପୂର୍ତ୍ତି ଓ 'କୋଶଳ ପ୍ରବାହ ଲାଇଭ୍‌'ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ…
Read More...

‘ମୋ ଝିଅକୁ ବଞ୍ଚାଇଦିଅ…… ମତେ ସାହାଯ୍ୟ କର, ମୋ ଝିଅକୁ କେନ୍ସର ହୋଇଛି’

ବରଗଡ, (ନିରୋଜ କୁମାର ପାଣୀ) : ବୃଦ୍ଧା ମା' ଟି କୋହଭରା କାନ୍ଦ ସହିତ ହାତଯୋଡି ଜନସାଧାରଣଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି, କାନ୍ଦି କାନ୍ଦି ସରକାରଙ୍କୁ କାକୁତି ମିନତୀ କରିଛନ୍ତି ମୋ ଝିଅକୁ ବଞ୍ଚାଇଦିଅ, ଟିକେ ସାହାଯ୍ୟ କର । ରୋଜଗାରକ୍ଷମ ୩୦ ବର୍ଷର ଝିଅକୁ କେନ୍ସର ରୋଗ ହେବାପରେ…
Read More...

ଜିଲ୍ଲାରେ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଲା ଧାର୍ମିକ ଅନୁଷ୍ଠାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜିଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଛି । ଗତକାଲି ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ ସ୍ଥାନୀୟ…
Read More...

ଓଏସ୍‌ଏସ୍‌ସି ଦୁର୍ନୀତିର କମିଶନ୍ ପାଲିଟିଛି : ଭାଜପା ଯୁବମୋର୍ଚ୍ଚା

ବରଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ଷ୍ଟାପ୍‌ ସିଲେକସନ୍‌ କମିଶନ୍ ଏବେ ଦୁର୍ନୀତିର ଅଫିସ ପାଲିଟିଛି ଏବଂ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି ବୋଲି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ସରକାର ଏହା ରୋକିବାରେ ବିଫଳ ହୋଇଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ…
Read More...