Browsing Tag

bargarh news

ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ : ‘ପଶ୍ଚିମ ଓଡିଶା…

ବରଗଡ଼, (ନିରୋଜ କୁମାର ପାଣୀ) : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଧେଶ୍ୱରେ ତଥା ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକତ୍ସାଲୟ, ଟୁକୁର୍ଲ୍ଲା ବରଗଡ଼ ଠାରେ ସଂକଲ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ
Read More...

କଂଗ୍ରେସ ଦଳ ପକ୍ଷରୁ ଆସନ୍ତା କାଲି ବନ୍ଦ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ସୋମବାର ଦିନ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ ସାରା ଓଡିଶାରେ ବନ୍ଦ ପାଳନ କରାଯିବାର କଂଗ୍ରେସଦଳ ପକ୍ଷରୁ କାର୍ୟ୍ୟକ୍ରମ ରହିଛି । ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ତଥା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୂତୁହୂତୁ ମୂଲ୍ୟ
Read More...

ଭେଡେନ ମୋଟର ଚାଳକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ମୋଟର ଚାଳକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଂଘ ପକ୍ଷରୁ ଏକ ସଚେତନତା ରେଲି ହୋଇଯାଇଛି । ଏହି ରେଲିରେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଭିନ୍ନପ୍ରକାରର ସ୍ଲୋଗାନ ଦେଇ, ଭେଡେନ ସହର ପରିକ୍ରମା କରି ସଂଘ କାର୍ୟ୍ୟାଳୟ
Read More...

ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ପ୍ରକଲ୍ପରେ ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ ଫ୍ରିଜର ମେସିନ
Read More...

ଡିଜିଟାଲ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜ଼ିଲ୍ଲା ସରଳା ଗ୍ରାମ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ଡିଜିଟାଲ ଆର୍ଥିକ ସ୍ଵାକ୍ଷରତା ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଆଜିକାରର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଚିତ୍ତରଞ୍ଜନ ପାତ୍ର ।
Read More...

କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅଧୀନରେ ଥିବା ଖୁଣ୍ଟପାଲି ବାବା ବାଲୁଙ୍କେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଗତ ୧୦ ତାରିଖ ବୁଧବାର ଦିନ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାତ୍ରଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି
Read More...

ବନ୍ଧୁ ମିଳନ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିନଂଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୧୯୮୫ମସିହାରୁ ୧୯୮୮ମସିହା ପର୍ୟ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିଲେ ସେମାନଙ୍କ ମଧ୍ୟରେ ଏକ ବଂଧୁ ମିଳନ ମହା ସମାରୋହରେ ପାଳନ ହୋଇଯାଇଛି । ପୁରାତନ ଛାତ୍ର ତଥା
Read More...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେମାଲି ଶ୍ରମିକଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଉପକଣ୍ଠସ୍ଥ କେନ୍ଦପାଲି ପଣ୍ୟାଗାର ନିଗମର ଗତ ଜୁନ ମାସରୁ ବନ୍ଦ୍ ରହିଥିବା ଯୋଗୁଁ ସେଠାରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ଶତାଧିକ ହେମାଲି ରୋଜଗାର ହରାଇ ହଇରାଣ ହେଉଛନ୍ତି । ପଣ୍ୟାଗାର କାର୍ୟ୍ୟକ୍ଷମ କରି ଶ୍ରମିକଙ୍କୁ ରୋଜଗାର ଯୋଗାଇବାକୁ
Read More...

ଚାଷୀମାନଙ୍କ ପ୍ରତିବାଦ : ଧାନ ଗଦାଇଲେ ବ୍ଲକ ଅଫିସ ସମ୍ମୁଖରେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଧାନ ସଂଗ୍ରହ ନହେବା, ଅନେକ ମାର୍କେଟ ୟାର୍ଡ ବନ୍ଦ ହେବା ପ୍ରତିବାଦରେ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅଫିସ ସମ୍ମୁଖରେ ଚାଷୀମାନେ ଧାନ ବସ୍ତା ଜମା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ପକ୍ଷରୁ
Read More...

ଓଡ଼ିଶା ମୋ ପରିବାରର ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ମୋ ପରିବାର ପକ୍ଷରୁ ଗାଇସିଲେଟ ବ୍ଲକର ଜାମୁଟପାଲି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ । ଏଥିରେ ଗ୍ରାମର ୩୨ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ। ଶିବିରରେ ଅନ୍ୟମାନଙ୍କ
Read More...