Browsing Tag

bargarh news

କଟାପାଲି ଗାଁରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଆଜି କଟାପାଲି ଗାଁ ଜବାହର ଯୁବକ ସଂଘ କ୍ଲବ(ରାମଜୀ ମଣ୍ଡପ) ପ୍ରାଙ୍ଗଣରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ମହିଳା କୃଷି ଉଦ୍ୟୋଗୀ ସନ୍ଧ୍ୟାରାଣୀ କୁମାର ସମ୍ବର୍ଦ୍ଧିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନାବାର୍ଡ଼ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭର୍‌ଚୁଆଲ ମୋଡ଼ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼
Read More...

ଅତାବିରା ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ : ୨ ଗିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଠାରୁ ୫.୮୫
Read More...

ନୂତନ ଘରୋଇ ବସଷ୍ଟାଣ୍ଡରୁ ପବିତ୍ର ବାହୁଡ଼ାରୁ ବସ୍ ଗଡିଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ପ୍ରତୀକ୍ଷାର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ୍ ଚଳାଚଳର ଶୁଭାରମ୍ଭ ହେଇଯାଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ,
Read More...

ବରଗଡ଼ରେ ବିଜେଡିର ଧାରଣା ଓ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀ କୂଳ ଦିନକୁ ଦିନ ହତାଶ ହେବାରେ ଲାଗିଲେଣି ।‌ ତାଙ୍କ ବିଭିନ୍ନ ସମୟରେ ବକେୟା ପାଉଣା କେନ୍ଦ୍ର ସରକାର ପ୍ରଦାନ କରୁନାହାନ୍ତି । ସେହିପରି ଜିଲ୍ଲାର ଏଫ୍‌ସିଆଇ ଗୋଦାମରେ ବଳକା ଚାଉଳ ମଧ୍ୟ ଉଠୁ ନାହିଁ । ଫଳରେ ତାହା ନଷ୍ଟ ହେଉଛି ।
Read More...

କ୍ୟାନ୍ସର ରୋଗୀଙ୍କୁ କେମୋ ଯୋଗାଇଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ଖେଦାପାଲି ଗ୍ରାମର କ୍ୟାନ୍ସର ପିଡିତ ତୁଳାଧର ପଧାନ ଦୀର୍ଘ ଦିନ ହେଲା କେମୋ ନ ପାଇବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋକ ନଥିବା କହି ବାରମ୍ବାର ତାଙ୍କୁ ଫେରାଇ
Read More...

ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ବିଶେଷ ଅଧିବେଶନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା' ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି
Read More...

ମୌସୁମି ଅଧିବେଶନରେ ନୃସିଂହନାଥ ମନ୍ଦିରର ପଥା ଉଠାଇଲେ ସାଂସଦ ସୁରେଶ ପୂଜାରୀ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ମୌସୁମି ଅଧିବେଶନର ପ୍ରଥମ ଦିବସରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ବରଗଡ ଜିଲ୍ଲାର ନୃସିଂହନାଥ ମନ୍ଦିର, ଗନିଆଁପାଲିର ବୌଦ୍ଧ ବିହାର, ସ୍ୱାଧୀନତା ସଂଗ୍ରାମର ମୂକସାଖି ବାରପାହାଡ ଜଙ୍ଗଲ, ଶହୀଦ ମାଧୋ ସିଂଙ୍କ ନିବାସସ୍ଥଳି ଘେଁସ ଏବଂ ଝାରସୁଗୁଡ଼ା
Read More...

ରଂଗୀନ୍‌ ହେଉଛି ବସ୍‌ ଷ୍ଟାଣ୍ଡ : ଆସନ୍ତା କାଲିରୁ ଏଇଠୁ ଗଡ଼ିବ ବସ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ନୂତନ ବସଷ୍ଟାଣ୍ଡରୁ ବସ୍ ଚଳାଚଳ ଆରମ୍ଭ ହେବ । ଏଥିପାଇଁ ବସଷ୍ଟାଣ୍ଡକୁ ରଙ୍ଗ ତୂଳୀରେ ସଜ୍ଜିତ କରାଗଲିଣି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅଢେ଼ଇ ବର୍ଷ ହେବ ଉକ୍ତ ବସଷ୍ଟାଣ୍ଡ ଉଦ୍‌ଘାଟିତ ହୋଇ ପଡି ରହିଥିଲା । ନୂତନ ଜିଲ୍ଲାପାଳ ଏହାକୁ ଆରମ୍ଭ
Read More...

ନୂତନ ଘରୋଇ ବସଷ୍ଟାଣ୍ଡରୁ ବାହୁଡ଼ାରୁ ବସ ଗଡିବ

ବରଗଡ଼, (ନିରୋଜ କୁମାର ପାଣୀ) : ବହୁ ବାଦ ବିବାଦର ଅନ୍ତ ଘଟିଛି । ଘରୋଇ ବସ୍ ମାଲିକ ସଂଘ ଏବଂ ପୌର ପରିଷଦ ମଧ୍ୟରେ ଆପୋଷ ବୁଝାମଣା ହୋଇଛି । ଆସନ୍ତା ଜୁଲାଇ ୨୦ ତାରିଖରୁ ନୂତନ ଭାବେ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ ଯାତାୟାତ ଆରମ୍ଭ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ
Read More...