ଫସଲ ବୀମା ଯୋଜନାରେ ଜାଲିଆତି ପ୍ରସଙ୍ଗ, ନକଲି ଚାଷୀଙ୍କୁ ଧରିବା ପାଇଁ ତଦନ୍ତ ଦାବୀ କଲା ଆପ୍
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଏହାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଦାବୀ କରିଛି ଆମ୍ ଆଦମୀ ପାର୍ଟି । ଚଳିତ ଖରିଫ ଋତୁରେ ପଦ୍ମପୁର ଉପଖଣ୍ଡ ଗାଇସିଲଟ, ପଦ୍ମପୁର, ପାଇକମାଲ, ବିଜେପୁର, ଝାରବନ୍ଦ!-->…
Read More...
Read More...