Browsing Tag

bargarh news

ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ସେବା କେବେ ଚାଲୁ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା- ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀମାନେ ବରଗଡ଼ ପୁରୁଣା ହସ୍ପିଟାଲକୁ ଆସୁଛନ୍ତି ଅଲ୍ଟ୍ରା
Read More...

ବନପାଳଙ୍କୁ ବିଦାୟକାଳୀନ ଓ ବନରକ୍ଷୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲି ବନାଞ୍ଚଳ ଅନ୍ତର୍ଗତ ଭଟିଲି ସେକ୍ସନର ବନପାଳ ସୁଦାମ ଜଗଦଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଭାବରେ ଯୋଗଦାନ କରିଥିବା ଦ୍ୱାରୀ ବିଟର ବନରକ୍ଷୀ ଶ୍ରୀମତୀ ଲିଜି ମହାପାତ୍ରଙ୍କୁ ଶ୍ରୀ ଶ୍ରୀ ମା' ଘଣ୍ଟେଶ୍ୱରୀ ଟ୍ରଷ୍ଟ ବୋର୍ଡ ଭଟିଲି ଓ
Read More...

ମର୍ମନ୍ତୁଦ ଦୁର୍ଘଟଣା : ଯୁବକଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା
Read More...

ବରଗଡ଼ ଜିଲ୍ଲାରେ ପଲିଥିନ୍ କଟକଣା ଅଧପନ୍ତରିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ପ୍ରାୟ ଅଢେଇ ବର୍ଷ ବିତିବାକୁ ଯାଉଥିବା ବେଳେ ଏହାର କଟକଣା ଏକ ପ୍ରକାର ଅଧପନ୍ତରିଆ । କଟକଣା ଲାଗୁର ୧ ବର୍ଷ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଥିବା ୪ଟି ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳର ବିଭିନ୍ନ ବ୍ୟବସାୟିକ
Read More...

ବୁଣାକାରଙ୍କ ଭାଗ୍ୟ ବଦଳିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଘାତ ପ୍ରତିଘାତ ମଧ୍ୟରେ ପୂର୍ବପୁରୁଷ ଅମଳରୁ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆସିଥିବା ବୁଣାକାର ଜାତିର ସାମଗ୍ରୀକ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ପ୍ରତିବର୍ଷ ଅଗଷ୍ଟ ମାସ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଛନ୍ତି
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ସଫଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୯ ଦଫା ଦାବୀରେ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ବରଗଡ ଜିଲ୍ଲା ବନ୍ଦ ସଫଳ ହୋଇଛି । ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଗଡ଼ ସଦର ମହକୁମାସ୍ଥିତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ
Read More...

କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚ୍ୟାମ୍ବର ଅଫ କମର୍ସ ବରଗଡ ପକ୍ଷରୁ ଆଜି କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଚ୍ୟାମ୍ବର୍ସ କାର୍ଯ୍ୟାଳୟଠାରେ ଶ୍ରୀ ଅଗ୍ରୱାଲଙ୍କ ସହ କେନ୍ଦ୍ରସରକାରଙ୍କ ବିଭିନ୍ନ ବ୍ୟବସାୟିକ ନୀତି ଉପରେ ଆଲୋଚନା
Read More...

ଆସନ୍ତା କାଲି ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମିଟି ପକ୍ଷରୁ ୧୦ ଦଫା ଦାବୀରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବାକୁ ଆହ୍ବାନ ଦେଇଛନ୍ତି । ୧୦ ଦଫା ଦାବୀ ମଧ୍ୟରେ ଚାଳକ ମାନଙ୍କ
Read More...

ବରଗଡ଼ ମହିଳା ସମିତି ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସର୍ବ ପୁରାତନ ବରଗଡ଼ ମହିଳା ସମିତି ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ଏକ ଦାବୀପତ୍ର ବରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସମିତିର ସଭାନେତ୍ରୀ ଶ୍ରୀମତୀ ଗୀତା ମିଶ୍ରଙ୍କ ନେତୃତ୍ୱରେ ସଭ୍ୟାମାନେ ଉକ୍ତ ଦାବୀ ସମ୍ପର୍କରେ
Read More...

ନୂତନ ଗୀର୍ଜା ଘର ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଗାନ୍ଧୀନଗରଠାରେ ସିଏନଆଇ ମଣ୍ଡଳୀର ନୂତନ ଗୀର୍ଜା ଘର ସମ୍ବଲପୁର ଡାଏସିସର ବିଶପ ଡଃ ପିନୁଏଲ ଦୀପ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ମଣ୍ଡଳୀ ପରିଷଦର ଉପସଭାପତି
Read More...