Browsing Tag

bargarh news

ମୁଖ୍ୟମନ୍ତ୍ରୀ ଓ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତିରେ ସାମିଲ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ପଦରୁ
Read More...

ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିଷ୍ଠିତ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦକୁ
Read More...

ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ବରଗଡ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଯୁବ
Read More...

ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ - ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣକରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରାଛକଠାରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏଠାରେ
Read More...

ବରଗଡ଼ରେ ଡ୍ରେନେଜ ବ୍ୟବସ୍ଥା ବେହାଲ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୌର ପରିଷଦ ଅଞ୍ଚଳରେ ବର୍ଷା ହେଲେ ଏବେ ଡ୍ରେନେଜ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ସହରର ଅନେକ ପଡା ଜଳମଗ୍ନ ହୋଇଥିବା ବେଳେ ଏବେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନେକ
Read More...

ସମ୍ବଲପୁରୀ ଦିନ ଅବସରରେ ଓଡ଼ିଶା ମୋ ପାରିବାର ଓ ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି ବରଡୋଲ ପିପଲି ପାଲିର ଟିକ୍ରାପଡାଠାରେ ବିବିସି କ୍ଲବ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି
Read More...

ଗାଁକୁ ନାହିଁ ରାସ୍ତା : ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ବରଗଡ, (ନିରୋଜ କୁମାର ପାଣୀ) : ଗାଁକୁ ନାହିଁ ରାସ୍ତା ଫଳରେ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ଏ ହେଉଛି ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ତୋରା ପଞ୍ଚାୟତର ବଡ଼ଟିକରା ଗ୍ରାମର ଅଭାବନୀୟ ଦୃଶ୍ୟ । ଗାଁ ଲୋକଙ୍କ କହିବା
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଥିବା ରକ୍ତ ସଂରକ୍ଷଣ ବିଭାଗ ଦୀର୍ଘଦିନ ହେଲା ଅଚଳାବସ୍ଥାରେ ପଡି ରହିଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହରଠୁ ପ୍ରାୟ ଆଠ କିଲୋମିଟର ଦୂରରେ ଗଢିଉଠିଥିବା ନୂତନ ଚକଚକିଆ କୋଠାରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ସ୍ଥାପିତ ମାତ୍ର ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ରୋଗୀ ବିଭିନ୍ନ ସମୟରେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସୂଚନାନୁସାରେ ଜିଲ୍ଲା ମୁଖ୍ୟ
Read More...

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଭା ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ, ଏଡ୍ ଇଟ୍ ଏକସନ୍ ଏବଂ ୟୁନିସେଫ ପକ୍ଷରୁ ଆଜି ମିଶନ ଶକ୍ତି ହଲ୍ ଠାରେ ଶିଶୁ ଚାଲାଣ ଏବଂ ତାଙ୍କ ସୁରକ୍ଷା ସଂପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଏଡ୍ ଇଟ୍ ଏକସନ୍‌ର ନିର୍ଦ୍ଦେଶକ
Read More...

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ୱାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସବୁବେଳେ ଅବହେଳା କରିଆସୁଥିବା ବେଳେ ବରଗଡ଼ ଜିଲ୍ଲାର ମଧ୍ୟ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଭିମସାର ବୁର୍ଲାରେ ଏକ୍‌ମୋ ମେସିନ ଲଗେଇବା ଦାବୀରେ ଆଜି ଭାଜପା ପକ୍ଷରୁ ବରଗଡ଼
Read More...