csstore

ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମର ଅନ୍ତିମ ଉପଲବ୍ଧିର ମୂଲ୍ୟାୟନ ସମାପ୍ତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ (ଏ.ଆଇ.ପି)ର ଆଜି ଅନ୍ତିମ ଉପଲବ୍ଧି ମୂଲ୍ୟାୟନ(ଏଣ୍ଡ ଲାଇନ୍ ଏସେସ୍‌ମେଣ୍ଟ) ଇତି ମଧ୍ୟରେ ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ବରଗଡ ଡାଏଟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ନିଜ ଗାଁରେ ଥିବା ଅନୁନ୍ୟ ୧୦ଜଣ ଲେଖାଏଁ ପ୍ରାଥମିକ ଛାତ୍ରଛାତ୍ରୀ ମାନଂକର ପରିକ୍ଷା କରିଥିଲେ । ବରଗଡ ଡାଏଟର ସମସ୍ତ ଅଧ୍ୟାପକ ମାନେ ପ୍ରତୈକ ବ୍ଳକ୍‌କୁ ଯାଇ ଏହି ମୂଲ୍ୟାୟନ କାର୍ଯ୍ୟ କ୍ରମକୁ ନିରିକ୍ଷଣ କରିଥିଲେ । ଭଟଲି ବ୍ଳକକୁ ସରୋଜ ଛତ୍ରିଆ, ଗାଇସିଲେଟକୁ ଜନକ ସେଠ୍, ପଦ୍ମପୁରକୁ ଗଗନ ବେହେରା, ଅତାବିରାକୁ ସୀମା ସାହୁ, ବରପାଲିକୁ ମଞ୍ଜୁସା ଦୋରା, ବରଗଡକୁ ବବିତା ସାହୁ, ପାଇକମାଳକୁ ସସ୍ମିତା ସାହୁ, ବିଜେପୁର ଭେଡେନକୁ ରମେଶ ଚନ୍ଦ୍ର ସାହୁ ଏବଂ ସୋହେଲା ବ୍ଳକ୍‌କୁ ରୀମା ଭୋଇ ପରିଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.