Browsing Tag

bangomunda news

ବଙ୍ଗୋମୁଣ୍ଡା ପଂଚାୟତ ସମିତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଗତକାଲି ବଙ୍ଗୋମୁଣ୍ଡା ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଭିଡ-୧୯ ଆଇନକୁ ମାନିବା ସହ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଦୀର୍ଘ ୭ ମାସ ପରେ ବସିଥିଲା । ଏହି
Read More...

ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାମ ଶୁଭାରମ୍ଭ କଲେ ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡାର ପ୍ରଥମ ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ କାମ ଆରମ୍ଭ ହୋଇଯାଇଛି ।
Read More...

କରୋନା ମୁକାବିଲାରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଭାଲୁମୁଣ୍ଡା ସରପଂଚ : ଆଶା କର୍ମୀଙ୍କୁ ମାସିକ ସହାୟତା ଦେବାକୁ…

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଂଚାୟତର ସରପଂଚ ଉପେନ୍ଦ୍ର ମେହେର କୋଭିଡ-୧୯ ମହାମାରୀକୁ ମୁକାବିଲା କରି ଦେଖାଇଛନ୍ତି ମହାନୀୟତା । କରୋନା ସଚେତନ କରିବାରେ ସବୁବେଳେ ଆଶାକର୍ମୀ ମାନେ ତତ୍ପର ହେଉଥିବା ଯୋଗୁଁ ସେମାନଙ୍କୁ ପଂଚାୟତ
Read More...

ଦୁଇଦିନିଆ ଜଳ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଠାରେ ଏଫଇଏସ୍‌ ଏବଂ ଓଡିଶା ଜୀବିକା ମିଶନ ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ୨୩ ଜଣ କୃଷିମିତ୍ରଙ୍କୁ ନେଇ ଚାଷ ଜମିରେ ଜଳ ପରିଚାଳନା ଉପରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ
Read More...

ଜଗନ୍ନାଥ କମ୍ୟୁନିଟି ସେଣ୍ଟରରେ କାମ କରିଥିବା ଟଙ୍କା ପ୍ରଦାନ ଦାବୀ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର…

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଂଚାୟତର ତେତେଲପଡା ଗ୍ରାମରେ ଜୟ ଜଗନ୍ନାଥ କମ୍ୟୁନିଟି ସେଣ୍ଟରରେ ନିର୍ମାଣ କାମ କରିଥିବା ବେଳେ ୯ ମାସ ପରେ ବି ଟଙ୍କା ମିଳି ନଥିବାରୁ ଟଙ୍କା ପ୍ରଦାନ ଦାବୀ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା
Read More...

ସମାଜସେବୀ ବାବୁଲାଲ କୁମ୍ଭାରଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଦୀପକ ପାଣିଗ୍ରାହୀ) : ସ୍ଥାନୀୟ ବଙ୍ଗୋମୁଣ୍ଡା ଅମ୍ବେଦକର ନଗର ନିବାସୀ ବାବୁଲାଲ କୁମ୍ଭାର ଇହଧାମ ତ୍ୟାଗ କରିଛନ୍ତି । ସେ ବଙ୍ଗୋମୁଣ୍ଡାର ଜଣେ ଜଣାଶୁଣା ବିଶିଷ୍ଟ ସମାଜସେବୀ ଥିଲେ । ୭୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଅଛି । ଗାଁରେ ତାଙ୍କର ମୃତ୍ୟୁ ଯୋଗୁଁ ଶୋକର ଛାୟା
Read More...

ଅଜଣା ରୋଗରେ ବାପ ଛେଉଣ୍ଡ ନିରୀହା ଟିକେଶ୍ୱରୀ : ସହାୟତାର ହାତ ବଢାଇଲା ଯୁବ ଯାଦବ ମହାସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ଏବେ ଏକ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅସହାୟ ଅବସ୍ଥାରେ ଥିବା ଖବର ଜାଣି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ
Read More...

କୋକଡୁଙ୍ଗୁରୀ ଠାରେ ବିଜେପିର ସାଂଗଠାନିକ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀ ଠାରେ ଭାରତୀୟ ଜନତା ପାର୍ଟି ଗଁରେଇ ମଣ୍ଡଳର ସଭାପତି ମହାଦେବ ଶାହାଣୀଙ୍କ ସଭାପତିତ୍ୱରେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଦିବସ ଏବଂ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ନୋଟିସ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାର ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ନୂତନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଷୀଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଯୁବନେତା ଅଜିତ କୁମାର ଯୋଷୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ କରିଥିବାରୁ ତାଙ୍କ କାର୍ଯ୍ୟାଳୟଠାରେ ବଙ୍ଗୋମୁଣ୍ଡାରେ ଥିବା ସାହିତ୍ୟ
Read More...