ଦାବଝର ଗାଁରେ ବିଜେଡି ପକ୍ଷରୁ ଶତାଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଉପାନ୍ତ ଇଲାକାରେ ଥିବା ଆଦିବାସୀ ବହୁଳ ଦାବଝର ଗାଁରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଶତାଧିକ ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର!-->…
Read More...
Read More...