କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ରାସ୍ତାରେ ଉପୁଡିଲା ଗଛ : ଯାତାୟାତ ବାଧାପ୍ରାପ୍ତ
ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଇଥିବା ରାସ୍ତା ତଥା କେଭି କଲେଜ ନିକଟରେ ଏକ ଗଛ ଉପୁଡି ଯାଇ ରାସ୍ତାରେ ପଡିରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ!-->…
Read More...
Read More...