Browsing Tag

balangir sadar news

କାର୍‌-ଅଟୋ ମୁହାଁମୁହିଁ ଧକ୍କା, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଭୁତିଆରବାହାଲ ହନୁମାନ ମନ୍ଦିର ନିକଟରେ କାର୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି ଏବଂ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବଡବନ୍ଧ ଗ୍ରାମର ମେଘ ଚାନ୍ଦ ବୋଲି ଜଣାପଡିଛି । ସୂଚନା
Read More...

ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗତ ୧୪ ଫେବୃଆରୀ ୨୦୧୯ ଦିନ ପୁଲୱାମା ଠାରେ ବୋମା ବିସ୍ପୋରଣରେ ୪୦ ଜବାନ ସହିଦ ହୋଇଯାଇଥିଲେ । ତାଙ୍କ ସ୍ମୃତିରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତ୍ରର୍ଗତ ଝାଙ୍କରପାଲି ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ବାରା ଝାଙ୍କରପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ
Read More...

ଆଉ ଶୁଭିବନି ସାରଙ୍ଗୀର ସୁର : ଲୋକ କଳାକାର ବିରଞ୍ଚି ନାଏକଙ୍କ ପରଲୋକ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ତିରିଶରୁ ଅଧିକ ବର୍ଷ ଧରି ଲୋକ ସଂଗୀତକୁ ସାରଙ୍ଗୀ ବାଦ୍ୟଯନ୍ତ୍ର ଦ୍ଵାରା ଗୀତ ପରିବେଷଣ କରି ବଲାଙ୍ଗିର ଅଞ୍ଚଳରେ ପରିଚୟ ସୃଷ୍ଟି କରିଥିଲେ ବଲାଙ୍ଗିର ଜିଲ୍ଲା ଦୁଆନପାଲି ଗ୍ରାମର ଲୋକ କଳାକାର ବିରଞ୍ଚି ନାଏକ । ତାଙ୍କର ମଧୁର ଗୀତ ଏବଂ ବାଦ୍ୟ ଲୋକଙ୍କୁ
Read More...

ସରଗାଡ ସରକାରୀ ଲାଲବାହାଦୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିବା ସହ କାମ ବନ୍ଦ କଲେ…

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଗାଡ ସ୍ଥିତ ସରକାରୀ ଲାଲବାହାଦୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିବା ସହ କାମ ବନ୍ଦ କରିଛନ୍ତି ଗ୍ରାମବାସୀ ବୋଲି ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଏହି ସ୍କୁଲ
Read More...

ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କଲେ ସମାଜସେବୀ ସନ୍ତୋଷ ସାହୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୈଦିପାଲି ଅଚଂଳର ସମାଜସେବୀ ସନ୍ତୋଷ ସାହୁ । ଅଭିଯୋଗ ଅନୁଯାୟୀ ସମାଜସେବୀ ଶ୍ରୀ ସାହୁ ଗତକାଲି ରାତିରେ ଶୋଇଥିବା ବେଳେ
Read More...

ଛାତର ସେଣ୍ଟ୍ରିଂ ପଡ଼ି ଘର ମାଲିକଙ୍କ ମୃତ୍ୟୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ଗ୍ରାମରେ ଛାତର ସେଣ୍ଟ୍ରିଂ ପଡ଼ିଯିବାରୁ ଘର, ମାଲିକ କନିଷ୍ଠ ଭୋଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କନିଷ୍ଠ ଭୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ନିର୍ମାଣ କରିଥିଲେ ।
Read More...

ଚୂଡ଼ାପାଲି ପଞ୍ଚାୟତ ନିର୍ବାଚନ ମଇଦାନରେ ଗ୍ଲେମର୍‌ କୁଇନ୍‌ ପ୍ରିୟଙ୍କା ନନ୍ଦ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗାଁ ଗାଁରେ ଜୋର୍‌ ଧରିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର । ଚୂଡ଼ାପାଲି ପଞ୍ଚାୟତ ପାଇଁ ଚଳିତ ନିର୍ବାଚନରେ ସରପଞ୍ଚ ପଦବୀରେ ଲଢ଼ୁଛନ୍ତି ଗ୍ଲେମର୍‌ କୁଇନ୍‌ ପ୍ରିୟଙ୍କା ନନ୍ଦ । ଢ଼ୁଲୁସର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରିୟଙ୍କା
Read More...

ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । କୋଭିଡ଼ କଟକଣା ଅନୁପାଳନ ପୂର୍ବକ
Read More...

ଚନ୍ଦନଭାଟୀ ହାଇସ୍କୁଲ ଭାବ୍ କୁଟୁମ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟୀ ନଦୀ ମୁହାଣରେ ୧୯୯୬ ହାଇସ୍କୁଲ ବ୍ୟାଚ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟା ସମୟରେ ପ୍ରଥମେ ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ସ୍ଵାଗତ କରାଯାଇଥିଲା । ଏହି ବର୍ଷ କମିଟି ତା'ର
Read More...

ଭୁତିଆରବାହାଲ ଫୁଟବଲ କପ୍ ଉଦ୍‌ଘାଟିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଚ୍ଚିଦାନନ୍ଦ ହାଇସ୍କୁଲ ଖେଳ ପଡିଆ, ଭୁତିଆରବାହାଲ ଠାରେ ଦ୍ବିତୀୟ ଭୁତିଆରବାହାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଫ୍ରେଣ୍ଡସ୍ କ୍ଲବ, ଭୁତିଆରବାହାଲ ଆନୁକୂଲ୍ୟରେ ୧୬ ଗୋଟି ଦଳକୁ ନେଇ ଏହି ଫୁଟବଲ
Read More...