Browsing Tag

balangir sadar news

ଶିବତଲା ଗ୍ରାମ ପଞ୍ଚାୟତରେ ମେଗା ସଫେଇ ଅଭିଯାନ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଗାନ୍ଧୀ ଜୟନ୍ତୀ ଅବସରରେ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଓ ମେଗା ସଫେଇ ଅଭିଯାନ ହୋଇଥିଲା । ଏହି ସଫେଇ ଅଭିଯାନକୁ ଶିବତଲା ସେବାଶାନ୍ତି ସଂଗଠନର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ସଫଳ ହୋଇଥିଲା ।…
Read More...

ଚୁଡାପାଲି ଶିଶୁ ମନ୍ଦିରରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୁଡ଼ାପାଲିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବରିଷ୍ଠ ଆଚାର୍ଯ୍ୟ ସତବାଜୀ ବରିହା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭଆରମ୍ଭ କରିଥିଲେ ଓ ତାଙ୍କୁ ଗୁରୁଜୀ ବିନୋଦ କୁମାର ନାଏକ ସହଯୋଗ…
Read More...

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ବୈଠକ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପୁଇଁତଲା ଗ୍ରୀଡ଼ରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଙ୍ଘର ସେକ୍ସନ ସ୍ତରୀୟ ସାଧାରଣ ବୈଠକ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସମସ୍ତ ସହକର୍ମୀଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହେବା ସହ…
Read More...

ଚୁଡାପାଲି ଶିଶୁ ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲି ଠାରେ ଶିଶୁବାଟିକା ବିଭାଗ(ଆଧାର ସ୍ତର- ୧) ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଚୁଡାପାଲି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଉପସ୍ଥିତ ଥିଲେ । ବଲାଙ୍ଗିର…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଶିଶୁ ବାଟିକାର ମାତୃ କର୍ମଶାଳା ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ଉଦଘାଟନୀ ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡାର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତରେଖା କର ମୁଖ୍ୟ…
Read More...

‘ତହଁକ୍ କୁଟୁମ୍’ର ନୂଆଁଖାଇ ଜୁହାର୍ ଭେଟ୍ ମହାସମାରୋହରେ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଯାଦବ ଭବନ ପରିସରରେ ‘ତହଁକ୍ ସାହିତ୍ୟ କୁଟୁମ୍’ ଆନୁକୂଲ୍ୟରେ ପାରମ୍ପରିକ ଗଣପର୍ବ ‘ନୂଆଁଖାଇ ଜୁହାର୍ ଭେଟ୍’ ଏବଂ ସାରସ୍ୱତ ସମାରୋହ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଦିବସର ପ୍ରଥମ ପର୍ଯ୍ୟାୟରେ ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା'…
Read More...

ଶିବତଲା ପଞ୍ଚାୟତ ସ୍ତରୀୟ ମେଗା ସଫେଇ କାର୍ଯ୍ୟକ୍ରମର ପ୍ରାକ୍ ପ୍ରସ୍ତୁତି ବୈଠକ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବିଶ୍ୱ ସଫେଇ ଦିବସ ଅବସରରେ ଶିବତଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶିବତଲା ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ଗ୍ରାମବାସୀ, ସ୍ୱଂୟ ସହାୟକ ଗୋଷ୍ଠୀ, ଶିବତଲା ଗ୍ରାମ କମିଟିର ସଭ୍ୟ ବ୍ରୁନ୍ଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିବତଲା ସେବା ଶାନ୍ତି…
Read More...

ସିଆଲବାହାଲିରେ ୨ୟ ବର୍ଷ ନୂଆଁଖାଇ ଭେଟଘାଟ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସିଆଲବାହାଲି ଗ୍ରାମରେ ଗଣେଶ ପୂଜା କମିଟି ପକ୍ଷରୁ ଦ୍ଵିତୀୟ ବର୍ଷ ନୂଆଁଖାଇ ଭେଟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ହାସ୍ୟ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ରାଜେଶ ଦଣ୍ଡସେନା, କବି ଅର୍ଜୁନ କୁମାର ସାହୁ ଏବଂ…
Read More...

ଶିବତଲାରେ ନୂଆଁଖାଇ ଭେଟଘାଟ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପ୍ରାୟ ସମସ୍ତ ଗ୍ରାମ ଗୁଡିକରେ ଏବେ ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ଶିବତଲା ଗ୍ରାମର ରାମଜୀ ଛକର ଯୁବକ ମାନଙ୍କର ମିଳିତ ଉଦ୍ୟମରେ ଦୀର୍ଘ ଅଠର ବର୍ଷ ହେବ ନୂଆଁଖାଇ…
Read More...

ଚୁଡାପାଲି ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ରାଣା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର…
Read More...