pr

ସିଆଲବାହାଲିରେ ୨ୟ ବର୍ଷ ନୂଆଁଖାଇ ଭେଟଘାଟ

dr. purohit

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସିଆଲବାହାଲି ଗ୍ରାମରେ ଗଣେଶ ପୂଜା କମିଟି ପକ୍ଷରୁ ଦ୍ଵିତୀୟ ବର୍ଷ ନୂଆଁଖାଇ ଭେଟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ହାସ୍ୟ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ରାଜେଶ ଦଣ୍ଡସେନା, କବି ଅର୍ଜୁନ କୁମାର ସାହୁ ଏବଂ କବି ଗରିବ ମଲ୍ଲିକ ଯୋଗଦେଇ ହାସ୍ୟ ବ୍ୟଙ୍ଗ କବିତା ପରିବେଷଣ କରିଥିଲେ । ପରେ ପରେ ନାଚ ଗୀତ ପ୍ରତିଯୋଗିତା ହୋଇଥିଲା । ବିଚାରକ ଭାବେ ପ୍ରେମରାଜ ପଧାନ, ଅନାଦି ମରପାଚି, ହଜାରୁ ପଧାନ୍, ରଘୁନାଥ ଭୋଇ ଆସନ ଗ୍ରହଣ କରିଥିଲେ । ସଭାପତି ଶ୍ୟାମ ମାରପାଚି ଉପସଭାପତି ଅନଙ୍ଗ ସାହୁ ମୁଖ୍ୟ ଅତିଥି ବିଘ୍ନେଶ୍ୱର୍ ଭୁଏ, ସମ୍ମାନିତ ଅତିଥି ଭାବେ ଭାଗିରଥୀ ସାହୁ, ରାଧାକାନ୍ତ ମାଝୀ, କେଳାର ସାହୁ, ଦୟାନିଧି ସାହୁ, କୀର୍ତ୍ତନ ସାହୁ, ଅସ୍କଟ ଭୋଇ, ଗୋପାଳ ପଧାନ୍, ଛବିଲାଲ୍ ଗଡତ୍ୟା, କାର୍ତ୍ତିକ ଭୁଏ, ଚମରୁ ଧରୁଆ, ସୁଦାମ ଧରୁଆ, ଗିରିଧାରୀ ଭୁଏ, ସୁମନ୍ତ ବୁଡେକ୍, ସଦାନନ୍ଦ ବିଶି । ଦ୍ଵିତୀୟ ବର୍ଷ ନୂଆଁଖାଇ ଭେଟ୍ ଗଣେଶ ପୂଜା କମିଟି ସିଆଲବାହାଲି ଦ୍ୱାରା ସିନିୟର୍ ଓ ଜୁନିଅର ଛାତ୍ରଛାତ୍ରୀ ପାଇଁ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ରଚନା, ବଲ ଥ୍ରୋ, ଚାମଚ ଦୌଡ଼, ମ୍ୟୁଜିକ୍ ଚେୟାର, ଗୀତ, ନାଚ, ଡ୍ରାମା ୦୯ଗୋଟି ପ୍ରତିଯୋଗିତା ୧୧୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ପ୍ରମାଣ ପତ୍ର ଦିଆଯାଇଥିଲା । ଆମ ଗାଁର ୧୦ମ ଓ ଦ୍ୱାଦଶରେ ସର୍ବାଧିକ ନମ୍ବର୍ ରଖି କୃତିତ୍ୱ ହାସଲ କରିଥିବା ୨ଜଣ ଛାତ୍ରୀ୨ୟ ବର୍ଷ ନୂଆଁଖାଇ ଭେଟଘାଟ – ୨୦୨୬ ଆୟୋଜକ ଗଣେଶ ପୂଜା କମିଟି ସିଆଲ୍ ବାହାଲି ବିଚାରକ – ପ୍ରେମରାଜ ପଧାନ, ଅନାଦି ମରପାଚି, ହଜାରୁ ପଧାନ୍, ରଘୁନାଥ ଭୋଇ । ସଭାପତି – ଶ୍ୟାମ ମାରପାଚି, ଉପ – ସଭାପତି – ଅନଙ୍ଗ ସାହୁ, ମୁଖ୍ୟ ଅତିଥି -ବିଘ୍ନେଶ୍ୱର୍ ଭୁଏ, ଭାଗିରଥୀ ସାହୁ, ରାଧାକାନ୍ତ ମାଝୀ, କେଳାର ସାହୁ, ଦୟାନିଧି ସାହୁ, କୀର୍ତ୍ତନ ସାହୁ, ଅସ୍କଟ ଭୋଇ, ଗୋପାଳ ପାଧାନ୍, ଛବିଲାଲ୍ ଗଡତ୍ୟା, କାର୍ତ୍ତିକ ଭୁଏ, ଚମରୁ ଧରୁଆ, ସୁଦାମ ଧାରୁଆ, ଗିରିଧାରୀ ଭୁଏ, ସୁମନ୍ତ ବୁଡେକ୍, ସଦାନନ୍ଦ ବିଶି ।୨ୟ ବର୍ଷ ନୂଆଁଖାଇ ଭେଟଘାଟ ୨୦୨୬ରେ ଗଣେଶ ପୂଜା କମିଟି ସିଆଲବାହାଲି ଦ୍ୱାରା ସିନିୟର୍ ଓ ଜୁନିଅର ଛାତ୍ରଛାତ୍ରୀ ପାଇଁ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ରଚନା, ବଲଥ୍ରୋ, ଚାମଚ ଦୌଡ଼, ମ୍ୟୁଜିକ୍ ଚେୟାର, ଗୀତ, ନାଚ, ଡ୍ରାମା ୦୯ଗୋଟି ପ୍ରତିଯୋଗିତା ୧୧୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ପ୍ରମାଣ ପତ୍ର ଦିଆଯାଇଥିଲା । ଆମ ଗାଁର ୧୦ମ ଓ ଦ୍ୱାଦଶରେ ସର୍ବାଧିକ ନମ୍ବର୍ ରଖି କୃତିତ୍ୱ ହାସଲ କରିଥିବା ୨ଜଣ ଛାତ୍ରୀ ଦଶମରେ ବର୍ଷା ପଧାନ ଦ୍ୱାଦଶରେ ସ୍ନେହା ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଗାଁ ପୋଖରୀର ରାସ୍ତା ନିର୍ମାଣ ପାଇଁ ଭୂମି ଦାନ କରିଥିବାରୁ ୫ ଜଣ ବିରଞ୍ଚି ଭୋଇ, ଦୁଃଖୁ ଭୋଇ, ସୋମନାଥ ଭୋଇ, ଗୋପୀନାଥ ଭୋଇ, ହାଡ଼ୁ ଭୋଇଙ୍କୁ ଗଣେଶ ପୂଜା କମିଟି ପକ୍ଷରୁ ସିଆଲବାହାଲି ଦ୍ୱାରା ସମ୍ମାନିତ କରାଯାଇଥିଲା । ମକରଧ୍ୱଜ ଦାଣ୍ଡିଆ, କିରତି ଭୁଏ ଏବଂ ସଦାନନ୍ଦ ବିଶିଙ୍କ ଦ୍ଵାରା କରମା ଆୟୋଜନ ହୋଇଥିଲା । ସିଆଲବାହାଲି ଗ୍ରାମର ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ । ଆୟୋଜକ ଗଣେଶ ପୂଜା କମିଟି ସିଆଲବାହାଲିଙ୍କୁ ସମ୍ମାନିତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.