Browsing Tag

balangir sadar news

ପୂର୍ବତନ ସରପଞ୍ଚଙ୍କ ବାପାଙ୍କ ବିୟୋଗ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରାଙ୍କ ବାପା ଭଗବାନ ବେହେରାଙ୍କ (୯୧) ବର୍ଷ ବୟସରେ ସ୍ୱର୍ଗରାହୋଣ ହୋଇଛି । ଶ୍ରୀ ବେହେରା ଥିଲେ ଜଣେ ମିଷ୍ଠଭାଷୀ ଏବଂ ଧର୍ମ ପରାୟଣ ବ୍ୟକ୍ତି । ସେ ଗ୍ରାମର ସଭା ସମିତି ଭଲ…
Read More...

ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଏକ ନିଆରା ଭାବ ବହନ କରେ । ସେଥିପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗୁରୁ ପୂଜନ ଲାଗି ଶିଷ୍ୟମାନଙ୍କ ଭିତରେ ନାହିଁ ନଥିବା ଉତ୍ସୁକତା ଦେଖିବାକୁ ମିଳିଥାଏ । ସେହିପରି ଆଜି ବିଚ୍ଛୁପାଲିସ୍ଥିତ ଶ୍ରୀ ତପୋବନ…
Read More...

ବିଦ୍ୟାଳୟ ସମ୍ମୁଖ ପାଲଟିଛି ମରଣଯନ୍ତା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିବତଲା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ରାସ୍ତା ଉପରେ ଖାଲଖମା ହୋଇ ଯାଇଥିବାରୁ ସ୍କୁଲ ଛାତ୍ରଛାତ୍ରୀ ଏବଂ ସାଧାଣ ଜନତା ଯାତାୟାତ କରୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି କିମ୍ବା…
Read More...

ରାଜ୍ୟସ୍ତରୀୟ ସମ୍ମିଳନୀରେ ତହଁକ୍ କୁଟୁମ୍‌କୁ ସାଂଗଠନିକ ସମ୍ମାନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ଆୟୋଜନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କୋଶଲି ଭାଷା ସମ୍ମେଳନରେ କୋଶଲି ଭାଷା ସାହିତ୍ୟ ଉପରେ ବିଭିନ୍ନ ଆଲୋଚନା ହୋଇଥିଲା । ବହୁ ଜିଲ୍ଲାରୁ କବି, ଗବେଷକ, ଆଲୋଚକ, ଭାଷାବିତ୍ ଯୋଗଦେଇ କୋଶଲି ଭାଷାର…
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଝରେଇବାହାଲି ଗ୍ରାମର କ୍ଷିରୋଦ୍ରୀ ପ୍ରଧାନ ୮୭ ବର୍ଷ ବୟସରେ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ପରଲୋକ ହୋଇଯାଇଛି । ଦିନ ୩ଟା ସମୟରେ ତାଙ୍କର ଶବଦାହ କରାଯାଇଥିଲା । ଉକ୍ତ ସମୟରେ ଗ୍ରାମର ଵହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବ୍ୟକ୍ତି…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ରାଷ୍ଟ୍ରୀୟ ନବବର୍ଷ” ପାଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ " କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ ବଘଲା ଗ୍ରାମର ବିଶିଷ୍ଟ କୋଶଲି କବି ତଥା ତହଁକ ପତ୍ରିକା ସଂପାଦକ ରାଜେଶ ଦଣ୍ଡସେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ…
Read More...

ତହଁକ୍ ତିହାର୍ ଉଦଯାପିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ କୋଶଳ କଳା ମଣ୍ଡଳ ପୁରୁଣା ମଂଚରେ ତହଁକ ତିହାର ଅନୁଷ୍ଠିତ ହୋଇଯାଇଛି । ଗତ ୬, ୭ ଓ ୮ ତିନିଦିନ ଧରି ଚାଲିଥିବା ଏହି ଉତ୍ସବର ପ୍ରଥମ ଦିନରେ କୁରୁଲ ଉଚ୍ଚ ବିଦ୍ୟାଳୟରେ କୋଶଲି ହକାବାଦି, ଦ୍ଵିତୀୟ ଦିନ ଆଲୋଚନା ଚକ୍ର ଓ ତୃତୀୟ ଦିନରେ ମହା…
Read More...

ଅଷ୍ଟମ ଏମ.ସି.ଏମ୍ କ୍ଲଷ୍ଟର୍ ସିଆରସିସି ବୈଠକ ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଦାଇପାଲିରେ ୮ମ ଏମ.ସି.ଏମ, କ୍ଲଷ୍ଟର ସିଆରସିସି ନିରାକାର ସାଏଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସ୍କୁଲ ଭା.ପ୍ରା.ପ୍ର.ଶି. ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର, ରାଧାରମଣ ବିଦ୍ୟାଳୟ ଭା.ପ୍ରା ପ୍ର.ଶି.…
Read More...

ସୂର୍ୟା କନଷ୍ଟ୍ରକସନ୍ କମ୍ପାନୀର କମାଲ୍

ମାଧିଆପାଲି, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍‌ରୁ ବିଭିନ୍ନ ଘରୋଇ ସଂସ୍ଥା ଇଲେକ୍ଟ୍ରି ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ବେଳେ । ଗତ ଜାନୁୟାରୀ ମାସରେ ଟିପିଡବ୍ଲୁଓଡିଏଲ୍ ଅଧୀନରେ ଥିବା ସମସ୍ତ ଘରୋଇ କମ୍ପାନୀ ନିଜ ନିଜ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ । ହେଲେ ସୂର୍ୟା…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୩ତମ “ବାର୍ଷିକ ଉତ୍ସବ” ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୩ତମ "ବାର୍ଷିକ ଉତ୍ସବ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ କୁମାର ଭୋଇ…
Read More...