
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରାଙ୍କ ବାପା ଭଗବାନ ବେହେରାଙ୍କ (୯୧) ବର୍ଷ ବୟସରେ ସ୍ୱର୍ଗରାହୋଣ ହୋଇଛି । ଶ୍ରୀ ବେହେରା ଥିଲେ ଜଣେ ମିଷ୍ଠଭାଷୀ ଏବଂ ଧର୍ମ ପରାୟଣ ବ୍ୟକ୍ତି । ସେ ଗ୍ରାମର ସଭା ସମିତି ଭଲ ମନ୍ଦରେ ସହଭାଗୀ ହେଉଥିଲେ । ତାଙ୍କ ସ୍ଵର୍ଗବାସ ସମୟରେ ସମସ୍ତ ପୁତ୍ର ଓ ବୋହୁ, ଝିଅ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ । ଦାହ ସମୟରେ ଗ୍ରାମର ଓ ସମାଜର ଅନେକ ଲୋକ ଉପସ୍ଥିତ ଥିଲେ ।