Browsing Tag

balangir news

ତୁଷୁରା ଏୟାରଷ୍ଟ୍ରିପରୁ ବିମାନ ସେବା କେବେ ?

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଆରମ୍ଭ କରି ସଭ୍ୟ ଡ. ରାଧାକାନ୍ତ ମିଶ୍ର ସୂଚନା ଦେଲେ ଯେ, ଏପ୍ରିଲ…
Read More...

ପୁନର୍ଗଠନ ହେବାକୁ ଥିବା ସମବାୟ ଅଡିଟ୍‌ ସର୍କଲମାନଙ୍କ ମଧ୍ୟରେ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମବାୟ ବିଭାଗ ଚିଠି ନମ୍ବର ୧୦୫୫୦, ତା.୧୬.୧୧.୧୨ ଅନୁସାରେ ସମବାୟ ଅଡିଟ୍‌ର ଉନ୍ନତି ନିମନ୍ତେ ଯେଉଁ ୩୦ ଗୋଟି ସର୍କଲ ହେବ ଏବଂ ସେହି ସର୍କଲମାନଙ୍କ ମଧ୍ୟରୁ ଯେଉଁ ୧୦ଟି ସର୍କଲକୁ ଗ୍ରେଡ-୧ ପାହ୍ୟା ଦିଆଯିବ ସେଥିରେ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି,…
Read More...

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଚାରୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆଜି ସକାଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼…
Read More...

ଖୁଜେନପାଲି-ଦାବକାନି ରାସ୍ତାରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠୁ ଲୁଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖୁଜେନପାଲି - ଦାବକାନି ରାସ୍ତାରେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ମାନେ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଛନ୍ତି । ଯୋଉଥିପାଇଁ ବ୍ୟବସାୟୀ ଜଣକ ସଦର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ବ୍ୟବସାୟୀ ଜଣକ ସୁଦପଡା ଠାରେ ଥିବା କବାଡି…
Read More...

ବିଭିନ୍ନ ଦାବୀକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି, ସିଆଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସ୍‌ଡବ୍ଲୁଏଫ୍‌, ଏଲ୍‌ପିଏଫ୍‌ ଓ ଅନ୍ୟାନ୍ୟ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ତରଫରୁ ବାରମ୍ବାର ନିର୍ମାଣ ଶ୍ରମିକ ମାନଙ୍କର…
Read More...

୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ : ଦୁଲୁକିବ କୋଶଳ କଳାମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁଲୁକିବ କୋଶଳ କଳାମଣ୍ଡଳ ବୋଲି କଳାକାରମାନେ ମତ ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ ପିପି ଏକାଡେମୀ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ…
Read More...

ଚାଷୀ ସମସ୍ୟାର ସମାଧାନ ପାଇଁ ୧୯ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ କିଷାନ ସଂଘର କାର୍ଯ୍ୟକର୍ତ୍ତା ଓ ଚାଷୀମାନେ ୟାଦବ ଭବନ ଠାରେ ଏକତ୍ରିତ ହୋଇ ଭାରତୀୟ କିଷାନ ସଂଘର ବ୍ୟାନର ଏବଂ ପତାକା ଧରି ଶୋଭାଯାତ୍ରାରେ ବାହାରି କଚେରି ଛକକୁ ଯାଇ ଚାଷୀର ସମସ୍ୟା ସମ୍ବନ୍ଧରେ କିଛି କିଛି ଆଲୋଚନା ସହ ସନ୍ଦେଶ ଦେଲେ ।…
Read More...

ଦେବଙ୍ଗ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ପଂଚାୟତର ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲର ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମରତନ…
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ବଲାଙ୍ଗିରର ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ସରକାରୀ ଦଳ ରାଜନେତା

୪ ହଜାର କୋଟିର ଜମି ଦୁର୍ନୀତିରେ ଉବୁଟୁବୁ ରାଜ ପରିବାର - ନରସିଂହଭୂମିହୀନଙ୍କୁ ଜମି ଓ ଘର ଶୀଘ୍ର ଯୋଗାଉ ଜିଲ୍ଲା ପ୍ରଶାସନ - ନରସିଂହଧାନମଣ୍ଡିରେ ମିଲର୍ସଙ୍କ ଉପସ୍ଥିତି ବେଆଇନ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଣୀ ସାଗର, ଲକ୍ଷ୍ମୀଜୋର, ଟ୍ରକ ଟର୍ମିନାଲ, ରିଂ ରୋଡ,…
Read More...

ଯୁଧିଷ୍ଠିର ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନାସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍‌ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀମାନଙ୍କ ଦ୍ୱାରା ଏକ ରାଲି ବିଦ୍ୟାଳୟରୁ ବାହାରି…
Read More...