Browsing Tag

balangir news

ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା । ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଇ ସରକାରୀ ଯୋଜନାର ସଫଳ ରୂପାୟନ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ କହିବା…
Read More...

ଡଙ୍ଗାଘାଟ ଠାରେ ଜୟ କିଶାନ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଜୟ କିଶାନ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହି…
Read More...

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଠାରେ ଦସ୍ତଖତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାହୁଲ ଗାନ୍ଧୀଙ୍କ ନେତତ୍ଵରେ ଚାଲିଥିବା ଭାରତ ଯୋଡୋ ଯାତ୍ରାର ସମର୍ଥନରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ଦାବୀ ଗୁଡ଼ିକୁ ନେଇ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ଫାଇନାନ୍ସ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆମପଡାଠାରେ ସୋମବାର ରାତିରେ ମୁଥୁଟ୍‌ ଫାଇନାନ୍ସ କର୍ମଚାରୀଙ୍କ ଉପରେ ପ୍ରାଣନ୍ତକ ଆକ୍ରମଣ ହୋଇଛି । ଆମପଡାର ଭୋଇ ବଗର୍ତ୍ତି ଓ ତାଙ୍କ ସ୍ତ୍ରୀ ପଦ୍ମା ବଗର୍ତ୍ତି ମୁଥୁଟ କମ୍ପାନୀରୁ ଋଣ ନେଇଥିଲେ । କୌଣସି କର୍ମଚାରୀ ଜିତୁ ପ୍ରଧାନ ତାଙ୍କ…
Read More...

ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ମୃତିରେ ଗଣେଶ୍ୱର ପୁସ୍ତକ ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ଏକାଦଶାହ ଅବସରରେ ସ୍ଥାନୀୟ ଭଗବତୀ କଲ୍ୟାଣ ମଣ୍ଡପରେ ଏକ ସ୍ମୃତିସଭା ଆୟୋଜିତ ହୋଇଟାଇଛି । ଛାତ୍ର ହିଁ ଶିକ୍ଷକଙ୍କ ପ୍ରକୃତ ଉପଲବ୍ଧ ବୋଲି…
Read More...

୬୦ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପୋଲିସ ପଡିଆ ଠାରେ ଜିଲ୍ଲା ଗୃହରକ୍ଷୀ ବାହିନୀର ୬୦ତମ ବାର୍ଷିକ ଦିବସ ଗୃହରକ୍ଷୀମାନଙ୍କ ଦ୍ୱାରା ପାଳନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ୧୮ ଗୋଟି ଥାନାର ଉତ୍ତମ କାର୍ଯ୍ୟ କରିଥିବା ଗୃହରକ୍ଷୀମାନଙ୍କୁ ଏହି ପ୍ରତିଷ୍ଠା ଦିବସରେ…
Read More...

ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ଡ. ଆମ୍ବେଦକର କ୍ଲବ ଆୟୋଜନରେ ଜ୍ୟୋତିଷ କୁମାର ମୁଗ୍ରୀଙ୍କ ସଭାପତିତ୍ୱରେ ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ସ୍ଥାନୀୟ ଢୋଲମହୁରୀ ଭବନ ଠାରେ ବ୍ଲକ ସ୍ତରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ତରଣୀସେନ ଦୀପ ଯୋଗ ଦେଇ ଡ.…
Read More...

ଆସନ୍ତାକାଲି ଏକବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଅପରାହ୍ନରେ ସ୍ଥାନୀୟ ପତିତପାବନ ଏକାଡେମୀର ସଭା ଗୃହରେ ଏକବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ପ୍ରସ୍ତୁତି ବୈଠକର…
Read More...

ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ଆନୁକୂଲ୍ୟରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜିଲ୍ଲାପାଳ ଚଞ୍ଚଳ ରାଣା…
Read More...

ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...