Browsing Tag

balangir news

ଧାନରେ କଟନୀଛଟନୀ ବନ୍ଦ ଦାବୀ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ରାସ୍ତାରୋକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ପେକ୍ସରେ ଦୀର୍ଘବର୍ଷ ହେଲା ଧାନରେ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଆସୁଥିଲେ । ଆଉ ଏଥିପାଇଁ ସେମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଆଜି ବିଧାୟକ ଶ୍ରୀ ସାଲୁଜା ନିଜେ ପେକ୍ସକୁ ହଠାତ…
Read More...

କେରଳଠାରେ ରୌପ୍ୟ ହାସଲ କରିଥିବା ସୁହାନିଙ୍କୁ ନିଜ କାର୍ଯ୍ୟାଳୟଠାରେ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ସିନ୍ଦୁରବାହାଲର ୧୦ ବର୍ଷର ଝିଅ ସୁହାନି ଗୁରହାଣ୍ଡି କେରଳ କୋଜିକୋଡ ସ୍ଥିତ ଭି.କେ.କ୍ରିଷ୍ଣାନ୍‌ ମେନନ ଇନ୍‌ଡୋର ଷ୍ଟାଡିୟମରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଦକ୍ଷିଣାଞ୍ଚଳ ମହିଳା ଉଷୁ ଲିଗ୍‌ରେ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ରୌପ୍ୟ…
Read More...

୬୦ତମ ଗୃହରକ୍ଷୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆଠାରେ ୬୦ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ନେତୃତ୍ୱ ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୁମୁଦ ସେଠଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ…
Read More...

ହାତୀ ଆକ୍ରମଣରେ ଚାଷୀ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ରେଞ୍ଜ ଖଇରଗୁଡାରେ ଜଣେ ଚାଷୀଙ୍କୁ ହାତୀ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଖଇଗୁଡାର ୫୮ ବର୍ଷୀୟ ମାଛୁ ମାହାନନ୍ଦ ନିଜ ବିଲରେ ଧାନ ଜଗିଥିବା ବେଳେ ହାତୀ ପଲ ଆସିଥିଲେ । ଚାଷୀ ମାଛୁ ହାତୀ ସାମ୍ନାକୁ ଆସି ଆଉ କୁଆଡେ ଯାଇ ନପାରିବାରୁ…
Read More...

ବଲାଙ୍ଗିର ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଦର ବ୍ଲକ ଓ ମ୍ୟୁନିସିପାଲଟିରୁ ମୋଟ ୧୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉକ୍ତ ମେଳାରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା,…
Read More...

ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ସମୀକ୍ଷା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ଏକ ସମୀକ୍ଷା ବୈଠକ ବିଷ୍ଣୁମୁଣ୍ଡା ଠାରେ ଶିକ୍ଷାବିତ୍‌ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଘାସିରାମ ମିଶ୍ର,…
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପିପିର୍ଡା…
Read More...

ପଶ୍ଚିମ ଓଡିଶା ସେବା ସଙ୍ଘ ତରଫରୁ ମଦଭାଟି ବନ୍ଦ ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ୍ ଜାମୁଟ ଓ ସିରାବାହାଲ ଗାଁଗୁଡିକରେ ଥିବା ଦୁଇଟି ଦେଶୀ ମଦଭାଟି ଯୋଗୁଁ ଅଞ୍ଚଳରେ ନାନା ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଆଖି ଆଗରେ ରଖି ଆଜି ପଶ୍ଚିମ ଓଡିଶା ସେବା ସଙ୍ଘ…
Read More...

ହର୍ଡାଟାଲ ହାଇସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପରିଷଦ ସଭ୍ୟା ଅନାମିକା ହୋତା । ଏହି ସ୍କୁଲ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସାମିଲ ହୋଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ହୋତା ପରିଦର୍ଶ କରି ବିଭିନ୍ନ…
Read More...

ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାର ନିବାସୀ ତଥା ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ଆଜି ସୋନପୁର ପୋଲିସ ରାଜସ୍ଥାନରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାର୍ କୁ ମଧ୍ୟ ଜବତ କରିଛି । ସେମାନେ ହେଲେ ଆଦିଲ ଓ…
Read More...