Browsing Tag

balangir news

ବଲାଙ୍ଗିରଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲର୍କିପାଲି ସ୍ଥିତ କୃଷି ବିଭାଗର ଆଞ୍ଚଳିକ ସଂପ୍ରସାରଣ ତାଲିମ ପ୍ରତିଷ୍ଠାନ ଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିର ମିଳିତ ଆନୁକୂଲ୍ୟରେ…
Read More...

ଗୀତା ଜୟନ୍ତୀ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟ ଜୀବନ ସଂଘ ପକ୍ଷରୁ ଭଗବତୀ ନଗର ଠାରେ ଆଜି ଗୀତା ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ହୋମରେ କର୍ତ୍ତା ରୂପେ ରାଧାବଲ୍ଲଭ ପରିଛା ଓ ପ୍ୟାରୀ ମୋହନ ଦାଶ ଯୋଗଦେଇ ଗୀତାର ସମସ୍ତ ଶ୍ଲୋକରେ ଆହୁତି ଦେଇ ଗୀତା ଯଜ୍ଞ କରିଥିଲେ । ଗୁରୁଭାଇ ଓ ଭଉଣୀ…
Read More...

କୋସଲ୍‌ ରାଏଜ୍‌ ଦାବୀରେ ହରିଶଙ୍କରଠୁ ଭୁବନେଶ୍ୱର ପଦଯାତ୍ରା ବଲାଙ୍ଗିରରେ ପହଂଚିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ୍‌ ରାଏଜ୍‌ ଦାବୀରେ ହରିଶଙ୍କରଠୁ ଭୁବନେଶ୍ୱର ପଦଯାତ୍ରା ଆଜି ବଲାଙ୍ଗିରରେ ପହଂଚିଛି । ଅନେକ ଦିନରୁ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ଏହି ଦାବୀ ହୋଇ ଆସୁଥିବା ବେଳେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ…
Read More...

ପିକ୍‌ଅପ୍‌ ଧକ୍କାରେ କଲେଜ ଛାତ୍ର ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କାରାଗାର ପଛପଟ ରାସ୍ତାରେ ଏକ ପିକ୍‌ଅପ୍‌ ଧକ୍କାରେ କଲେଜ ଛାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଛାତ୍ର ପୁଇଁନ୍ତଲା ଗ୍ରାମର ଅଶ୍ୱିନୀ ବେହେରା ବୋଲି ଜଣାପଡିଛି । ସେ ଲୋଇସିଂହା କଲେଜରୁ ଗାଁକୁ…
Read More...

ସେମଫୋର୍ଡ ଫ୍ୟୁଚରିଷ୍ଟିକ ସ୍କୁଲ ବଲାଙ୍ଗିରର ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସେମଫୋର୍ଡ ଫ୍ୟୁଚରିଷ୍ଟିକ ସ୍କୁଲ, ବଲାଙ୍ଗିରର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଉକ୍ତ ଉତ୍ସବରେ ସୁନିଲ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷ ଜବାହାର ମହାବିଦ୍ୟାଳୟ ପାଟଣାଗଡ଼, ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଉତ୍ସବର…
Read More...

ମେଗା ନର୍ସରୀରେ ବଲାଙ୍ଗିର ବନ ବିଭାଗର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମେଗା ନର୍ସରୀରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାରଙ୍କ ଉପସ୍ଥିତିରେ ଜିଲ୍ଲାର ବିଭିନ୍ନ ରେଂଜର କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଜିର ଦିନରେ ହାତୀଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ଉପରେ ଡିଏଫ୍‌ଓ ନିତିଶ…
Read More...

ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ତମ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ସିଟିର ୧୫ତମ ଅଧିଷ୍ଠାପନ ଦିବସ ମାରୱାରୀ ସେବା ସଦନରେ ପାଳନ କରାଯାଇଛି । ଜେସିଆଇ ବଲାଙ୍ଗିର ସିଟିର ସଭାପତି ଜେସି ପରେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସଂଗଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର…
Read More...

୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସିନ୍ଧେକେଲା ଥାନା ଅଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା । ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ୍ ଧରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର…
Read More...

ଓଶ୍ରୁର ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

ସୁରୁଲାଲ ସଭାପତି ଓ ଲୋପନ ମିଶ୍ର ସଂପାଦକ ଭାବେ ନିର୍ବାଚିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଓଡିଶା ସେଲ୍ସ ରିପ୍ରେଜେନ୍‌ଟିଭ୍‌ ବଲାଙ୍ଗିର ଜିଲ୍ଲା ଶାଖାର ୧୭ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ…
Read More...

ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି ଦ୍ୱିତୀୟ ଦିନ

ଜଗଜୋତଙ୍କ ଶତକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା ବନାମ ବିଦର୍ଭ ସର୍ବଭାରତୀୟ ୧୯ ବର୍ଷ ବର୍ଗ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ବିଦର୍ଭ ଦଳ କାଲିର ଅସମାପ୍ତ ପାଳି ୬୯/୨ରୁ ଖେଳ ଆରମ୍ଭ କରି ଆଜି ଖେଳ ସୁଦ୍ଧା ୧୧୪…
Read More...