pakka

ମେଗା ନର୍ସରୀରେ ବଲାଙ୍ଗିର ବନ ବିଭାଗର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମେଗା ନର୍ସରୀରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାରଙ୍କ ଉପସ୍ଥିତିରେ ଜିଲ୍ଲାର ବିଭିନ୍ନ ରେଂଜର କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଜିର ଦିନରେ ହାତୀଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ଉପରେ ଡିଏଫ୍‌ଓ ନିତିଶ କୁମାର ଉପସ୍ଥିତ ବନ ବିଭାଗର କର୍ମଚାରୀମାନଙ୍କୁ ତାଲିମ ଦେଇଥିଲେ ଏବଂ ହାତୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ରେଂଜରେ ଗଜସାଥୀ ମାନଙ୍କୁ ନିଯୁକ୍ତି କରିଥିଲେ ।

Leave A Reply

Your email address will not be published.

thirteen − thirteen =