Browsing Tag

balangir news

ମାଲପଡାରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ସିନ ରିକ୍ରିଏସନ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ ଭାବେ ସହରରେ ବନ୍ଧୁକ ଧରି ଧମକ ଚମକ କରୁଥିବା ମାମାଲାରେ ୨ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗିର ଟାଉନ ପୋଲିସ ଗିରଫ କରିଥିବା ବେଳେ ଗତ ରାତ୍ରୀରେ ଗିରଫ ଦୁଇ ଜଣ ଅଭିଯୁକ୍ତକୁ ସହରର ମାଲପଡା ଠାରେ ପୋଲିସ ସିନ ରିକ୍ରିଏସନ କରିଥିବା ଦେଖିବାକୁ ମିଳିଛି ।
Read More...

ବାହାର ରାଜ୍ୟକୁ ଚାଲାଣ ବେଳେ ରେଲୱେ ଜଙ୍କସନରୁ ୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଜଙ୍କସନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୨୫ ଜଣ ଦାଦନ ଶ୍ରମିକଙ୍କୁ ରେଳବାଇ ସୁରକ୍ଷା ବଳ ଉଦ୍ଧାର କରିଥିବା ନେଇ ଖବର ମିଳିଛି । ଉଦ୍ଧାର ଦାଦନ ଶ୍ରମିକମାନେ ବିଜୟୱାଡା ଓ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି । ଖବର ପାଇ ଶ୍ରମ ବିଭାଗ ଆରପିଏଫ…
Read More...

ବିଶ୍ଵ ଭିନ୍ନକ୍ଷମ ଦିବସ ଉପଲକ୍ଷେ ମାହେଶ୍ଵରୀ ସଙ୍ଗଠନ ପକ୍ଷରୁ ନିଆରା ପ୍ରୟାସ

ଭିନ୍ନକ୍ଷମଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାହେଶ୍ଵରୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ଢଙ୍ଗରେ ଭିନ୍ନକ୍ଷମମାନଙ୍କ ସହ ମିଶି ସୁଖ ଦୁଃଖର କଥା ଆଲୋଚନା କରି ନିଆରା ପ୍ରୟାସ କରିଛନ୍ତି । ନିଜର ମନକୁ ଦୁର୍ବଳ ନ ଭାବି ସାମାଜିକ କାର୍ଯ୍ୟରେ ଜଡିତ…
Read More...

ମୁରିବାହାଲରେ ଯୋଗାଣ ବିଭାଗର ଚଢ଼ାଉ, ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତର ନୂଆପଡା ଗାଁରେ ବଲାଙ୍ଗିର ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇଥିବା ଜଣାପଡିଛି । ଦିଲ୍ଲୀପ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ପ୍ରାୟ ୨୦୦୦ ବସ୍ତାରୁ ଅଧିକ ବସ୍ତା ଧାନ ବେଆଇନ ଭାବରେ ଗଚ୍ଛିତ ଥିବା ଦେଖାଯାଇଛି…
Read More...

ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟନ ସହ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯଥା ସ୍ପିଚ ଥେରାପୀ, ଫିଜିଓ ଥେରାପୀ, ସ୍ପଳ୍ପ ଦୃଷ୍ଟିହୀନ ତଥା ଅନ୍ୟାନ୍ୟ ବର୍ଗର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର, ସମଗ୍ର…
Read More...

ବ୍ଲକ ସହକାରୀ ଶିକ୍ଷକ ଏକ୍ସ କ୍ୟାଡ଼ର ମହାସଂଘ ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪.୩୦ରେ ବ୍ଲକ ସହକାରୀ ଶିକ୍ଷକ ଏକ୍ସ କ୍ୟାଡ଼ର ମହାସଂଘ ପୁଇଁତଲା, ବଲାଙ୍ଗିର ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୮ ଦଫା ସମ୍ବିଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଯୋଗ୍ୟ ଗଣ ଶିକ୍ଷକଙ୍କୁ ନିୟମିତ କରିବା,…
Read More...

ଓଡିଶା – ବିଦର୍ଭ କୁଚ ବେହାର ଟ୍ରଫି କ୍ରିକେଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା ବନାମ ବିଦର୍ଭ ସର୍ବଭାରତୀୟ ୧୯ ବର୍ଷ ବର୍ଗ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ଆୟୋଜିତ…
Read More...

ବଲାଙ୍ଗିରଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ରାଲି କଚେରି…
Read More...

ଚାଷୀ ଶୋଷଣ ନୀତିକୁ ନେଇ ଉଭୟ ସରକାର ସହ ଜିଲ୍ଲା ପ୍ରଶାସନକୁ ତାଗିଦ କଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଗତ କାହିଁ କେତେ ବର୍ଷରୁ ଚାଷ ଓ ଚାଷୀ ମଧ୍ୟରେ ଅନେକ ପ୍ରଶ୍ନ ଛିଡା ହେଉଥିବା ବେଳେ ପ୍ରାୟତଃ ସମୟରେ ଚାଷୀକୁଳ ହରଡ଼ଘଣାରେ ପଡି ଦୁର୍ଦ୍ଦିନରେ କାଳାତିପାତ କରିଆସୁଛି । କେତେବେଳେ ଚାଷ ସମ୍ବନ୍ଧୀୟ ସମସ୍ୟା ତ କେତେବେଳେ ଚାଷବାସର ଉଚିତ ପ୍ରାପ୍ୟ…
Read More...

ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଇନ୍ଦିରା ନଗରର ଗିରଫ ଅଭିଯୁକ୍ତକୁ ନେଇ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଇନ୍ଦିରା ନଗରର ଗିରଫ ଅଭିଯୁକ୍ତକୁ ନେଇ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ଡ଼ିପିଓ ।
Read More...