pakka

ବାହାର ରାଜ୍ୟକୁ ଚାଲାଣ ବେଳେ ରେଲୱେ ଜଙ୍କସନରୁ ୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଜଙ୍କସନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୨୫ ଜଣ ଦାଦନ ଶ୍ରମିକଙ୍କୁ ରେଳବାଇ ସୁରକ୍ଷା ବଳ ଉଦ୍ଧାର କରିଥିବା ନେଇ ଖବର ମିଳିଛି । ଉଦ୍ଧାର ଦାଦନ ଶ୍ରମିକମାନେ ବିଜୟୱାଡା ଓ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି । ଖବର ପାଇ ଶ୍ରମ ବିଭାଗ ଆରପିଏଫ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ କାଉନସିଲିଂ କରିଥିବା ନେଇ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

9 − two =