pakka

ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି ଦ୍ୱିତୀୟ ଦିନ

bbehera
  • ଜଗଜୋତଙ୍କ ଶତକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା ବନାମ ବିଦର୍ଭ ସର୍ବଭାରତୀୟ ୧୯ ବର୍ଷ ବର୍ଗ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ବିଦର୍ଭ ଦଳ କାଲିର ଅସମାପ୍ତ ପାଳି ୬୯/୨ରୁ ଖେଳ ଆରମ୍ଭ କରି ଆଜି ଖେଳ ସୁଦ୍ଧା ୧୧୪ ଓଭରରେ ୯ ୱିକେଟ ବିନିମୟରେ ୪୪୩ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଭାରତୀୟ ଦଳରୁ ଖେଳୁଥିବା ଅଣ୍ଡର- ୧୯ରେ କ୍ରିକେଟ ଖେଳୁଥିବା ଏମ୍‌ଡିଫେଜ୍‌ ୯୯ ରନ୍‌ ଓ ଜଗଜୋତ ୧୦୧ ରନ୍‌, ପାର୍ଥମ ମହେଶ୍ୱରୀ ଅପରାଜିତ ୪୦ ରନ୍‌, ସଂଯୋଗ ଶ୍ୟାମ ଭଗତ ୧୮ ରନ୍‌ କରି ଅପରାଜିତ ଅଛନ୍ତି । ଏଥି ସହିତ ବିଦର୍ଭ ଦଳ ୨୯୪ ରନ୍‌ରେ ଅଗ୍ରଣୀ ଅଛି । ଓଡିଶା ଦଳ ତରଫରୁ ଆଦିତ୍ୟ ଜୟସିଂ, ସାଇଦିପ ମହାପାତ୍ର ଓ ଏମ୍‌.ଡି ସୋହେଲ ଖାନ ପ୍ରତ୍ୟେକ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.

5 × 5 =