Browsing Tag

balangir news

ଲଇରପଡା ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲଇରାପଡା ଠାରେ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୭୯ ଟି ଶାଗୁଆନ ପଟା, ଗୋଟିଏ କାଠ ସାମଗ୍ରୀ ତିଆରି ମେସିନ, ଗୋଟିଏ ଟାଙ୍ଗିଆ ସହ ଗୋଟିଏ ବାଇକ୍ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ…
Read More...

ପୌରଅଧ୍ୟକ୍ଷାଙ୍କ ଉଦ୍ୟମରେ ସହରରେ ଲାଗିଲା ସର୍ଭିଲେନ୍ସ କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲ ଲାଇଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକାଶ ପଥରେ ବଲାଙ୍ଗିର ସହର । ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଉଦ୍ୟମରେ ସହରର ଆର୍‌ଟିଓ ଛକ ଓ ମହିଳା ମହାବିଦ୍ୟାଳୟ ଛକ ଠାରେ ଠାରେ ସର୍ଭିଲେନ୍ସ କେମେରା ସହ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲ ଲାଇଟ୍‌ ଲାଗିଥିବା ବେଳେ ଏହି ସ୍ଥାନକୁ ଆଜି ପରିଦର୍ଶନ…
Read More...

ହାଟପଦା ପଡ଼ାରେ ପୌରପାଳିକା ତରଫରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲକ୍ଷ୍ମୀଜୋରର ଉନ୍ନତି ପାଇଁ ସ୍ଥାନୀୟ ହାଟପଦା ପଡ଼ାରେ ବଲାଙ୍ଗିର ମ୍ୟୁନିସିପାଲିଟି ତରଫରୁ ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଲକ୍ଷ୍ମୀଜୋର କଡ଼ରେ କେତେକ ଚିକେନ ଦୋକାନ ଓ କେତେକ ଘରକୁ ବୁଲଡୋଜର ଯୋଗେ ଭଙ୍ଗାଯାଇଛି ।…
Read More...

ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଫଟାମୁଣ୍ଡା ଗାଁର ଭାତନ ପଧାନ ନାମକ ଜଣେ ବ୍ୟକ୍ତି ଗୁରୁବାର ବିଷ ପିଇ ଦେଇଥିଲେ । ସକାଳୁ ସକାଳୁ ପରିବାର ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଜାଣିବା ପରେ…
Read More...

ଅବସରପ୍ରାପ୍ତ ଡାକ କର୍ମଚାରୀ ବିଦ୍ୟାଧର ଧରୁଆଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍ଏସ) : ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଳତାଯୋର ପଞ୍ଚାୟତର ନୂଆପାଲି ଗ୍ରାମର ବିଦ୍ୟାଧର ଧରୁଆଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଅଛି ।ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ପରୋପକାରୀ, ଧର୍ମ ପରାୟଣ ଓ ଉଦାର ପ୍ରକୃତିର ବ୍ୟକ୍ତି ଥିଲେ । ସେ ଅସ୍ଥାୟୀ…
Read More...

ମହୀମୁଣ୍ଡା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ନିଷ୍ଠା, ସାଧନା, ଖେଳାଳିମାନଙ୍କର ପ୍ରଧାନ ବ୍ରତ ହେବା ଦରକାର ବଲାଙ୍ଗିର/ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ହୋଇଥିବା ବାର୍ଷିକ କ୍ରୀଡାକୁ ସ୍ଥାନୀୟ ସରପଞ୍ଚ…
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ପରିସରରେ ଓଷ୍ଟା ବଲାଙ୍ଗିର ସଭାପତି ଅବନୀ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ ସଭାରେ ବଲାଙ୍ଗିର…
Read More...

ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହ୍ୟ ସମ୍ପନ୍ନ ପୃଥୀରାଜ ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନୀର ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି…
Read More...

ଗାୟତ୍ରୀ ପରିବାର ଦ୍ୱାରା ନାରୀ ଜାଗୃତି ଅଭିଯାନ ସମ୍ମେଳନ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ଏକ ଦିବସୀୟ ନାରୀ ଜାଗୃତି ଅଭିଯାନ ସମ୍ମେଳନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଗାୟତ୍ରୀ ତୀର୍ଥ, ଶାନ୍ତିକୁଞ୍ଜ, ହରିଦ୍ୱାର ଦ୍ୱାରା ଚଳିତ ବର୍ଷ ୨୦୨୨କୁ ନାରୀ ସଶକ୍ତିକରଣ ବର୍ଷ ରୂପେ ଘୋଷଣା…
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଜ୍ୟ ଶିଶୁ କଲ୍ୟାଣ ପରିଷଧ ଦ୍ୱାରା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଜ୍ୟ ଶିଶୁ କଲ୍ୟାଣ ପରିଷଧ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସରକାରୀ ବାଳିକା ବିଦ୍ୟାଳୟ ବଲାଙ୍ଗିର ନଗର ଠାରେ ବିଭିନ୍ନ ବର୍ଗ ଯେପରିକି ସାଧାରଣ ବର୍ଗ ସବୁଜ, ନୀଳ ଓ ଧଳା ସେହିପରି…
Read More...