Browsing Tag

balangir news

ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ତରଫରୁ ମାନବାଧିକାର ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅମଲା ଭବନ ଠାରେ ମାନବ ଅଧିକାର ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର “ସାଂପ୍ରତିକ ସ୍ଥିତିରେ ମାନବ ଅଧିକାର ଓ ସୂଚନା ଅଧିକାର ଆଇନ” ବିଷୟକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ…

ବଲାଙ୍ଗର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର…
Read More...

ଏସ୍‌ପିଙ୍କୁ ଦାବୀ ଜଣାଇବା ପରେ ସାଲେଭଟା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଲେଭଟାର ସମାଜସେବୀ ଏସ୍‌ପି ଅଫିସ ଆସି ଏସ୍‌ପିଙ୍କୁ ସାଲେଭଟା ଫାଣ୍ଡିରେ ଫାଣ୍ଡି ଅଧିକାରୀ ନ ଥିବା ସମ୍ୱନ୍ଧରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଏସ୍‌ପି ନୀତିନ…
Read More...

ପୁରୀଠାରେ ମିସ୍‌ ଇଣ୍ଡିଆ ଗ୍ଲୋବାଲ ମୁକୁଟ ପିନ୍ଧିଲେ ବଲାଙ୍ଗିରର ବିୟୁଟି କୁଇନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀଠାରେ ଅନୁଷ୍ଠିତ ଜାତୀୟ ସୌଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ଗ୍ଲୋବାଲ ମିସ ଇଣ୍ଡିଆର ଟାଇଟେଲ ଜିତିଛନ୍ତି ବଲାଙ୍ଗିର ସତ୍ୟନାରାୟଣପଡାର ସାଗରିକା ପାଣିଗ୍ରାହୀ । ସାଗରିକାଙ୍କୁ ବଲାଙ୍ଗିର ବୁଦ୍ଧିଜୀବୀ ମହଲାୁ ଶୁଭେଚ୍ଛା ଜଣାଯିବା ସହ ସ୍ୱାଗତ କରାଯାଇ…
Read More...

ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ରାଗିଂକୁ ନେଇ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ରାଗିଂକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଡିନ୍, ସୁପରିଟେଣ୍ଡେଣ୍ଟ, ଟାଉନ ଥାନା ଆଇଆଇସି, ସମାଜ ସେବୀ ଓ କଲେଜର ସମସ୍ଥ ବିଭାଗର ଏଚ୍‌ଓଡି ମାନେ ଉପସ୍ଥିତ ଥିବା ବେଳେ କଲେଜ…
Read More...

ଗାନ୍ଧୀ ଷ୍ଟାଡିୟମରେ ଓ.ସି.ଏ ଭିଜନ ୨୦୨୪ : ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକୋଟ ଲିଗ୍‌ ର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆଗାମୀ ତା.୧୮.୧୨.୨୦୨୨ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜୁନିୟର ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ ଲିଗ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା…
Read More...

ଲଣ୍ଡାପଥର ହାଇସ୍କୁଲ ସ୍ୱୀକୃତିକରଣ ପ୍ରସଙ୍ଗ : ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ନରସିଂହଙ୍କୁ ଦେଲେ ଭବ୍ୟ…

ଉତ୍ତମ ଶିକ୍ଷା ହିଁ ଅଂଚଳର ଅର୍ଥନୈତିକ ବିକାଶର ଚାବିକାଠି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କେବଳ ସହର ନୁହେଁ ଗାଁ ପିଲା ମଧ୍ୟ ଯେପରି ଉତ୍ତମ ଶିକ୍ଷା ପାଇ ପାରିବେ ତାହାର ଚେଷ୍ଟା ଅନବରତ ଜାରି ରହିଛି । ଅନେକ ଗାଁରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ସହ ସ୍କୁଲର…
Read More...

ରାଜ୍ୟସଭାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ ପ୍ରସଙ୍ଗ ସହିତ ୧୮% ଜିଏସ୍‌ଟି ପ୍ରତ୍ୟାହାର ଦାବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟସଭାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ ଶ୍ରମିକ କର୍ମଚାରୀ ପ୍ରସଙ୍ଗ ସହିତ ୧୮% ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ଦାବୀ ଉପସ୍ଥାପନ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସାଂସଦ…
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ଦେଶ ପ୍ରବଳ ଶୀତ ପାଇଁ ଥରୁ ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହି ଶୀତକୁ ଆଖି ଆଗରେ ରଖି ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ…
Read More...

ନିଜ ପୁଅ ବହୁ ଘରୁ ତଡି ଦେଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଲେଭଟା ଗ୍ରାମରେ ନିଜ ପୁଅ ବହୁ ଘରୁ ତଡି ଦେଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲା ମାହେଶ୍ୱରୀ ସଂଗଠନ । ସୂଚନା ଅନୁସାରେ ଏହି ଶୀତ ରାତିରେ ନିଜ ଜନ୍ମ କଲା ମାଙ୍କୁ ପୁଅ ବହୁ ଘରୁ ତଡି ଦେଇଥିବାରୁ ବୃଦ୍ଧା ଜଣକ ବଲାଙ୍ଗିର…
Read More...